Only for Entertainment

ଖରାଦିନେ କଫି ପିଉଛନ୍ତି, କାରଣ ଆପଣଙ୍କୁ ଚମକାଇ ଦେବ ।

18

ଖରାଦିନେ ଯଦି ଠିକ ଭାବରେ ଶରୀରର ଯତ୍ନ ନ ନିଆଯାଏ ତେବେ କେତେ କ୍ଷତି ଘଟେ ତାହାର କଳ୍ପନା ହୁଏତ କେହି କରିପାରିବେ ନାହିଁ । ଏହି ଦିନ ମାନଙ୍କରେ କେବଳ ଯେ ପ୍ରଚୁର ପାଣି ପିଇବା ଉଚିତ ସେଥିପ୍ରତି ଧ୍ୟାନ ଦିଆଯାଏନି ବରଂ ଆପଣ ଖାଉଥିବା ଖାଦ୍ୟରେ କେତେ ପରିମାଣର ପାଣି ରହିଛି ତାହାକୁ ମଧ୍ୟ ନଜର ପକାଇବା ଉଚିତ । ବାହାରକୁ ଯିବାବେଳେ ସାଙ୍ଗରେ ପାଣି ବୋତଲ ନେଇଯିବା ଏବଂ ପ୍ରଚୁର ପରିମାଣରେ ଫଳ ଖାଇବା ଯଥେଷ୍ଟ ଆବଶ୍ୟକ । ଏହା ଡିହାଇଡ୍ରେସନରୁ ମୁକ୍ତି ଦିଏ ।

କଫି ପିଇବା ଦ୍ୱାରା ଶୋଷ ହୋଇଥାଏ । ଯାହା ଦ୍ୱାରା ଆପଣ ବାରମ୍ବାର ପାଣି ପିଇଥାନ୍ତି । ଏହା ଦ୍ୱାରା ତରଳ ପଦାର୍ଥ କମ ହେବାର ସମ୍ଭାବନା ରହିନଥାଏ । ବିଭିନ୍ନ ଗବେଷଣାରୁ ଏହା ଜଣାପଡ଼ିଛିଯେ କଫି ଶରୀରରୁ ନିର୍ଜଳ କରିଦିଏ । ଯଦି ଏହାକୁ ନିଜ ସଂଯମ ମଧ୍ୟରେ ରଖାଯାଏ ବା ଆବଶ୍ୟକତା ଠାରୁ ଅଧିକ ପାନ ନ କରାଯାଏ ତେବେ ଏହା ଏକ ସୁସ୍ଥ ଜୀବନର ଭାଗ ଅଂଶ ହୋଇପାରିବ । ଡାକ୍ତ ଦତ୍ତାଙ୍କ କହିବା ଅନୁସାରେ ଖରାଦିନେ ଚା, କଫିଆଦି ପିଇବା ସଂପୂର୍ଣ୍ଣ ଉପଯୁକ୍ତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More