Only for Entertainment

ବିବାହ ଫଟୋସୁଟକୁ ଦିଅନ୍ତୁ ନିଆରା ଲୁକ !

PANJABKESHRI
0 51

ବିବାହ ମୂହୂର୍ତ୍ତ ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଅଭୁଲା ସ୍ମୃତି ଅଟେ । ଏହି ଦିନ ଉଭୟଙ୍କ ଜୀବନର ନୂଆ ସିଡି ଅଟେ । ନିଜ ବିବାହ ସ୍ମୃତିକୁ ଅଭୁଲା କରିବା ଲାଗି ଦୁହେଁ ଭିନ୍ନ ଭିନ୍ନ ପୋଜରେ ଫଟୋସୁଟ କରାଇ ଥାଆନ୍ତି । ଫଟୋଶୁଟ ଦ୍ୱାରା ହିଁ ସମସ୍ତ ସୁନ୍ଦର ମୂହୁର୍ତ୍ତକୁ ସବୁଦିନ ପାଇଁ କ୍ୟାମେରାରେ ଉଠା ଯାଇଥାଏ । ଏଠାରେ ଆମେ ଆପଣଙ୍କୁ ଏଭଳି କିଛି ଟିପସ୍ ବତାଇବୁ ଯାହା ଆପଣଙ୍କ ବିବାହ ମୂହୁର୍ତ୍ତକୁ ଆହୁରି ରଂଗୀନ କରିଦେବ । ତେବେ ଆସନ୍ତୁ ଦେଖିବା ବିବାହ ମୂହୁର୍ତ୍ତକୁ ଖାସ ବନାଇବା ଲାଗି କିଛି ଫଟୋ ।

ଏଭଳି ଫଟୋସୁଟ ଦେଖିବାକୁ ଅତି ମନୋରମ ହୋଇଛି ।

PHOTOSHOOT 1

ଯେଉଁ ମାନଙ୍କୁ ଭିନ୍ନ ଭିନ୍ନ ରୂପରେ ଫଟୋ ଉଠାଇବାକୁ ପସନ୍ଦ ସେମାନଙ୍କ ପାଇଁ ଏଭଳି ଫଟୋ ଉଠାଇବା ଦ୍ୱାରା ଖୁବ ଆନନ୍ଦ ମିଳିବ ।Capture 2

ସମ୍ପର୍ଣ୍ଣ ପରିବାର ସହ ମଧ୍ୟ ଆପଣ ଏଭଳି ଫଟୋସୁଟ କରାଇ ପାରିବେ ।

Capture 3

ଆପଣ ଆପଣଙ୍କ ଜୀବନସାଥୀର କେଶ କିମ୍ବା ଗହଣାକୁ ଠିକ କରିବା ଷ୍ଟାଇଲରେ ମଧ୍ୟ ଫଟୋ କ୍ଲିକ କରାଇ ଭିନ୍ନ ରୂପ ଦେଇ ପାରିବେ ।
Capture 4

ଆପଣଙ୍କ ସାଥୀ କୋଳଗ୍ରାତ ହେବା ଦ୍ୱାରା ବେଶ୍ ଖୁସି ଅନୁଭବ କରି ଥାଆନ୍ତି । ତେବେ ଏଭଳି ଷ୍ଟାଇଲର ଫଟୋ ମଧ୍ୟ ଆପଣ ଆପଣଙ୍କ ଫଟୋ ଆଲବମରେ ସାମିଲ କରି ପାରିବେ ।

Capture 5

ଏହିଭଳି ବିବାହ ସ୍ମୃତିକୁ କରନ୍ତୁ ନିଆରା । ଯାହାକୁ ଦେଖି ଆପଣ ମଧ୍ୟ ସ୍ମୃତିକୁ କରି ପାରିବେ ତାଜା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More