Only for Entertainment

ସ୍ୱିଜରଲ୍ୟାଣ୍ଡରେ ନ୍ୟୁଇୟର ସେଲିବ୍ରେଟ କଲେ କରୀନା କପୂର, ସୈଫ ଏବଂ ତୈମୁର !

24

ବର୍ଷ ୨୦୧୯ର ସ୍ୱାଗତ ଅଭିନେତ୍ରୀ କରିନା କପୁର୍ ଖାନ୍, ନିଜ ସ୍ୱାମୀ ସୈଫ୍ ଅଲ୍ଲି ଖାନ୍ ଓ ପୁଅ ତୈମୁରଙ୍କ ସହ ସ୍ୱିଜରଲ୍ୟାଣ୍ଡରେ କରିଛନ୍ତି ।

 

View this post on Instagram

 

?????? #Repost @natasha.poonawalla Sledging with the little ones! Our winter wonderland ❤️❤️❤️

A post shared by Kareena Kapoor Khan (@therealkareenakapoor) on

 

View this post on Instagram

 

Smokinnnnnnn ???

A post shared by Poonam Damania (@poonamdamania) on

ଆଉ ଏମାନଙ୍କ ସ୍ୱିଜରଲ୍ୟାଣ୍ଡରେ ଛୁଟି ମନାଇବାର କିଛି ଖାସ୍ ଫଟୋ ଏବେ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି । ଏକ ଫଟୋରେ ଅଭିନେତ୍ରୀ କରୀନା କପୁର୍ ଖାନଙ୍କ ଏକ ବ୍ଲ୍ୟୁ କଲର୍ ଡ୍ରେସରେ ଦେଖିବାକୁ ମିଳିଛି ।

 

View this post on Instagram

 

#kareenakapoorkhan #saifalikhan ???

A post shared by Poonam Damania (@poonamdamania) on

 

View this post on Instagram

 

Happy new year from the Pataudi’s ???

A post shared by Poonam Damania (@poonamdamania) on


କରୀନାଙ୍କ ଏହି ବ୍ଲ୍ୟୁ କଲର୍ ହାଇ ସ୍ଲିଟ୍ ଡ୍ରେସର ଦାମ୍ ଶୁଣିଲେ ଆପଣ ଚକିତ ହୋଇଯିବେ । ତେବେ ଶୁଣିବାକୁ ମିଳିଛି କରୀନା ପିନ୍ଧିଥିବା ଏହି ଗର୍ଜିଅସ୍ ଡ୍ରେସର ଦାମ୍ ୯ ଲକ୍ଷ ଟଙ୍କା ରହିଛି । ଏହି ଡ୍ରେସଟି ୯ ଲକ୍ଷ ୨୪ ହଜାର ୬୪୪ ଟଙ୍କାର ବୋଲି ଜଣା ପଡିଛି । ତେବେ ମହଙ୍ଗା, ଦାମି ବ୍ୟାଗ୍ ଓ ଡ୍ରେସ୍ କିଣିବାର ସୌକିନ କରୀନା ନିଜର ଏହି ବ୍ଲ୍ୟୁ ଡ୍ରେସରେ ଫ୍ୟାନ୍ସଙ୍କୁ ଘାଇଲା କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More