Only for Entertainment

ନିକଙ୍କ ‘କୁଲ’ ସଙ୍ଗରେ ଗୋବିନ୍ଦାଙ୍କ ଟ୍ୱିଷ୍ଟ, ପ୍ରିୟଙ୍କା ସେୟାର କଲେ ଭିଡିଓ

newsnation
34

ଅଭିନେତ୍ରୀ ପ୍ରିୟଙ୍କା ଚେପ୍ରା ଏବଂ ନିକ ଜୋନଙ୍କ ଏବେ ନିଜ ମ୍ୟାରେଡ ଲାଇଫକୁ ଏଞ୍ଜୟ କରୁଛନ୍ତି । ଇତି ମଧ୍ୟରେ ପ୍ରିୟଙ୍କା ନିଜ ଇଂଷ୍ଟାଗ୍ରାମରେ ଏକ ଭିଡିଓ ସେୟର କରିଛନ୍ତି ଯାହା ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ପ୍ରିୟଙ୍କା ନିକଙ୍କ ଲ୍ୟାଟେଷ୍ଟ ଗୀତ ‘କୁଲ’କୁ ଗୋବିନ୍ଦାଙ୍କ ଗୀତ ମେରି ପ୍ୟାଣ୍ଟ ଭି ସେକ୍ସିର ଟ୍ୱିଷ୍ଟ ଦେଇଛନ୍ତି । ଯାହାର ରେଜଲ୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଜୋନସ ବ୍ରଦର୍ସ ନିକ, କେଭିନ ଏବଂ ଯୋଙ୍କ ଗୀତ ‘କୁଲ’ ଲୋକଙ୍କୁ ଖୁବ ପସନ୍ଦ ଆସିଥିବା ବେଳେ ପ୍ରିୟଙ୍କା ସେୟାର କରିଥିବା ଲ୍ୟାଟେଷ୍ଟ ଭର୍ସନ କୁ ଦେଖିଲେ ଆପଣ ନିଜ ହସକୁ ରୋକି ପରିବେ ନାହିଁ । ଭିଡିଓ ସେୟାର କରି ପ୍ରିୟଙ୍କା ମଧ୍ୟ ନିଜଜ ହସକୁ ରୋକି ପରିନାହାଁନ୍ତି ।

ଦେଖନ୍ତୁ ଭିଡିଓ-

କହିରଖୁଛୁ ଯେ, ଏହା ପୂର୍ବରୁ ଜୋନସ ବ୍ରଦର୍ସ ସକର ନାମକ ମ୍ୟୁଜିକ ଭିଡିଓ ଲଂଚ କରିଥିଲେ । ଏହି ଭିଡିଓ ସଙ୍ଗରେ ଜୋନସ ବ୍ରଦର୍ସ ନିଜ ନିଜ ପାର୍ଟନରଙ୍କ ସହିତ ନଜର ଆସିଥିଲେ । ପ୍ରଥମ ଥର ପାଇଁ ପ୍ରିୟଙ୍କାଙ୍କୁ ନିକଙ୍କ ସହିତ ଏହି ମ୍ୟୁଜିକ ଭିଡିଓ ସଙ୍ଗରେ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More