Only for Entertainment

ବିରାଟ କୋହଲିଙ୍କୁ ଜିମରେ ଟକ୍କର ଦେଉଛନ୍ତି ଉର୍ବସୀ ରୌତେଲା

131

ଇଣ୍ଡିଆନ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲି ଏବଂ ଭାରତୀୟ ଟିମ ନ୍ୟୁଜିଲାଣ୍ଡରେ ଦମଦାର ପ୍ରଦର୍ଶନ କରୁଛନ୍ତି । ଏପର୍ଯ୍ୟନ୍ତ ହୋଇଥିବା ୪ଟି ଟି ୨୦ ମ୍ୟାଚରେ ଭାରତୀୟ ଟିମ ବିଜୟ ହାସଲ କରିିଛି । କ୍ରିକେଟର ବିରାଟ ନିଜକୁ ଫିଟ ରଖିବା ପାଇଁ କଠିନ ପରିଶ୍ରମ କରୁଛନ୍ତି ।

 

 

View this post on Instagram

 

Putting in the work shouldn’t be a choice, it should be a requirement to get better. #keeppushingyourself

A post shared by Virat Kohli (@virat.kohli) on

ନିକଟରେ କୋହଲିଙ୍କ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଭିଡ଼ିଓରେ କୋହଲି ଏକ୍ସରସାଇଜ କରୁ ଥିବାର ନଜର ଆସିଛନ୍ତି । ଏହି ଏକ୍ସରସାଇଜ ଖୁବ ୟୁନିକ ଏବଂ ଦମଦାର ମଧ୍ୟ । ବିରାଟ ଏହି ଭିଡ଼ିଓ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ଫ୍ୟାନ୍ସ ମଧ୍ୟ ଏହି ଭିଡ଼ିଓକୁ ଖୁବ ପସନ୍ଦ କରୁଛନ୍ତି ।

 

ବିରାଟଙ୍କ ସହିତ ଏହି ଏକ୍ସରସାଇଜର କ୍ରେଜ୍ ବଲିଉଡରେ ମଧ୍ୟ ପହଂଚି ସାରିଛି । ଉର୍ବସୀ ରୌତେଲା ଏକ ଭିଡ଼ିଓ ଶେୟାର କରିଛନ୍ତି ଯେଉଁଥିରେ ସେ ବିରାଟଙ୍କ ଭଳି ଏକ୍ସରସାଇଜ କରୁ ଥିବାର ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More