Only for Entertainment

ସଂଜୁ ଫିଲ୍ମକୁ ନେଇ ବଲିଉଡ ଆକ୍ଟରଙ୍କ ରିଭ୍ୟୁ,ହିରାନୀ ଙ୍କୁ ସାଲ୍ୟୁଟ ।

youtube
0 47

ମୋଷ୍ଟ ଅୱେଟେଡ ଫିଲ୍ମ ସଂଜୁକୁ ନେଇ ସେଲିବ୍ରେଟୀ ମାନଙ୍କର ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଯାଇଛି । ଫିଲ୍ମ ରିଲିଜ ପୂର୍ବରୁ ଇଣ୍ଡଷ୍ଟ୍ରିର ଲୋକଙ୍କ ପାଇଁ ଖାସ ସ୍କ୍ରିନିଙ୍ଗ ରଖା ଯାଇଥିଲା । ସମସ୍ତେ ଇମୋଶନ ମଧ୍ୟରେ ରହିଥିଲେ ।

ଫିଲ୍ମକୁ ଦେଖିବା ପରେ ସଂଜୁଙ୍କ ଅଭିନୟ ଏବଂ ରାଜକୁମାର ହିରାନୀଙ୍କର ଖୁବ ପ୍ରଶଂସା ହେଉଛି । ଏହା ବ୍ୟତୀତ ସଂଜୟ ଦତ୍ତଙ୍କ ବିଷୟରେ କିଛି ଏଭଳି ଜଣାପଡ଼ିଲା ଯାହାକୁ ଦେଖିବା ପରେ ସମସ୍ତେ ଇମୋଶନାଲ ହୋଇ ଯାଉଛନ୍ତି । ସବୁଠାରୁ ଖାସ କଥା ହେଉଛି ଆଲିୟା ଭଟ୍ଟଙ୍କ ମାଙ୍କ କ୍ୟାପ୍ସନ । ଏହା ବ୍ୟତୀତ ଦିୟା ଖୋସଲା ମଧ୍ୟ ନିଜର ରାୟ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More