Only for Entertainment

ବଲିଉଡ କଳାକାରଙ୍କ ଉପରେ ଚଢ଼ିଲା ଦେଶଭକ୍ତି ରଙ୍ଗ, ଫ୍ୟାନ୍ସ ଙ୍କୁ ଦେଲେ ଗଣତନ୍ତ୍ର ଦିବସ ଶୁଭକାମନା !

48

ଆଜି ସାରାଦେଶରେ ୭୦ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି ।ସୋସିଆଲ ମିଡିଆରେ ଦେଶଭକ୍ତି ର ସୁଅ ଛୁଟିବାରେ ଲାଗିଛି । ବଲିଉଡ କଳାକାର ମଧ୍ୟ ଏହି ଦିବସର ଶୁଭକାମନା ଜଣାଇଛନ୍ତି । ବିକ୍କୀ କୌଶଲଙ୍କ ଠାରୁ ଆରମ୍ଭ କରି କପିଲ ଶର୍ମାଙ୍କ ପର୍ଯ୍ୟନ୍ତ ସମସ୍ତେ ଟ୍ୱିଟ କରି ଦେଶ ପ୍ରତି ନିଜ ଭଲ ପାଇବା ଜତାଇଛନ୍ତି ।

ଦେଖନ୍ତୁ –

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More