Only for Entertainment

ଚାଡୱିକ ବୋସମେନଙ୍କ ଫିଲ୍ମ ‘୨୧ବିଜେସ’ ସେପ୍ଟେମ୍ବରରେ ହେବ ରିଲିଜ !

Den of Geek
24

ଚାଡୱିକ ବୋସମେନଙ୍କ ‘୨୧ବ୍ରିଜେସ’ଭାରତରେ ୨୭ସେପ୍ଟେମ୍ବରରେ ରିଲିଜ ହେବ । ଏହି ଫିଲ୍ମରେ ‘ବ୍ଲାକ ପାନ୍ଥର’ର ଅଭିନେତା ଚାଡୱିକ ଜଣେ ଗୁପ୍ତଚର(ଜାସୁସ) ଭୂମିକାରେ ନଜର ଆସିବେ । ଯାହାଙ୍କ ବାପା ପୁଲିସ ଅଧିକାରୀ ଥିବେ ଏବଂ ଡ୍ୟୁଟି ସମୟରେ ମରିଯାଇଥିଲେ ।

ଗୋଟେ ଚୋରୀ କାରଣରୁ ୮ଜଣ ପୁଲିସ କର୍ମଚାରୀଙ୍କ ହତ୍ୟା କରି ଦିଆଯାଉଛି, ଯାହାପରେ ଜାସୁସ ହତ୍ୟାକାରୀଙ୍କ ସନ୍ଧାନରେ ବାହାରି ପଡୁଛନ୍ତି । ବୋସମେନ ଏବଂ ଦିଗ୍ଗଜ ନିର୍ମାତା ଜୋ ଏବଂ ଏଂଟନି ରୁସୋ ଫିଲ୍ମ ସହ ପୁଣି ଥରେ ଏକାସହ ଫେରୁଛନ୍ତି । ଏହାପୂର୍ବରୁ ‘ଆଭେଂଜର୍ସ : ଏଣ୍ଡଗେମ’ରେ ରୁସୋ ବ୍ରଦର୍ସ ଏବଂ ଅଭିନେତାଙ୍କ ସହ ଏକାସହ କାମ କରିଛନ୍ତି ।

ବ୍ରାୟନ କିର୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମରେ ଷ୍ଟାର ସିୟାନା ମିଲର, ଷ୍ଟିଫନ ଜେମ୍ସ, ଟେଲର କିଟ୍ସ, କିଥ ଡେବିଡ ଏବଂ ଜେକେ ସିମନ୍ସ ମଧ୍ୟ ସାମିଲ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More