Only for Entertainment

ଯାହାର ଲକ୍ଷ ଲକ୍ଷ ଦିୱାନା, ସେହି ସପନା ଚୌଧୁରୀ ଆଉ କାହାର ଦିୱାନୀ, ନିଜେ କଲେ ଖୁଲାସା !

59

ଯେଉଁ ସପନା ଚୌଧୁରୀଙ୍କର ସାରା ଦୁନିଆରେ ଦିୱାନା, ସେ ଆଉ କାହାର ଦିୱାନୀ ରୂପେ ନଜର ଆସିଲେ । ସେ ନିଜେ ଏହି କଥାର ଖୁଲାସା କରିଛନ୍ତି, ଦେଖନ୍ତୁ ଭାଇରାଲ ଭିଡିଓ ।

ସପନା ଚୌଧୁରୀ ନିଜ ଭାଇଙ୍କ ସହ ସୋସିଆଲ ମିଡିଆରେ କିଛି ଭିଡିଓ ଶେୟାର କରିଛନ୍ତି । ଏଥିରେ ସେ ତାଙ୍କ ଭାଇ ସହ ମସ୍ତି କରୁଥିବା ଅନ୍ଦାଜରେ ନଜର ଆସିଛନ୍ତି । କାର ଭିତରେ ଏହି ଭିଡିଓକୁ ସପନାଙ୍କ ଭାଇ ଡ୍ରାଇଭିଂ କରୁଛନ୍ତିଏବଂ ସପନା କଡ ସିଟରେ ବସିଛନ୍ତି ।

କାରରେ ରଣଦୀପ ହୁଡ୍ଡାଙ୍କ ଗୀତ ବାଜୁଥିବା ବେଳେ ଦୁହେଁ ମସ୍ତି ଅନ୍ଦାଜରେ ଡାନ୍ସ କରୁଥିବାର ନଜର ଆସିଛନ୍ତି । ଡ୍ୟାନ୍ସ କରୁଥିବା ବେଳେ ସପନା କହିଛନ୍ତି ଯେ ସେ ବଲିଉଡ ଷ୍ଟାର ରଣଦୀପ ହୁଡ୍ଡାଙ୍କ ଫ୍ୟାନ ଅଟନ୍ତି । ଦେଖନ୍ତୁ ମଜାଦାର ଭିଡିଓ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More