Only for Entertainment

ଚାଉଳ ଚୂନା କାକରା ପିଠା ପ୍ରସ୍ତୁତି ପ୍ରଣାଳୀ

YouTube
24

ସାମଗ୍ରୀ-
ଚାଉଳ ଚୁନା, ଗୁଡ଼, ନଡ଼ିଆ, ଗୋଲ ମରିଚ, ଅଳେଇଚ/ଗୁଜରାତି, ଲବଙ୍ଗ, ତେଲ/ଘିଅ

ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ ପାଣି ଓ ଗୁଡ଼/ଚିନିକୁ ମିଶାଇ ଗରମ କରାଯାଏ ଓ ସେଥିରେ ଚାଉଳ ଚୁନାକୁ ଗୋଳାନ୍ତୁ । ଏହି ପ୍ରକିୟାକୁ ଜନ୍ତଣି କୁହାଯାଏ । ତାପରେ କିଛି ଘିଅ କି ଗରମ କରନ୍ତୁ ସେଥିରେ ଗୋଲମରିଚ, ଗୁଜରାତି, ଲବଙ୍ଗର ଗୁଣ୍ତକୁ ମିଳାନ୍ତୁ ଏବଂ ପରେ କୋରା ନଡ଼ିଆ ମିଶାଇ କିଛି ସମୟ ଭାଜନ୍ତୁ।

ଏହି ଜନ୍ତଣିରୁ ପିଠା ଆକାରରେ ଛୋଟ ଛୋଟ ଗୁଳା ତିଆରି କରି ସେଥିରେ ଭାଜ ହୋଇଥିବା ନଡ଼ିଆ ପୁର ମିଶାଇ ପିଠା ଗଢ଼ନ୍ତୁ ତାପରେ ତାକୁ ଗରମ ତେଲରେ ଛଣନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More