Only for Entertainment

ଏକ ବିଜ୍ଞାପନ ଜରିଆରେ ଏଲି ଏବଂ ପାଣ୍ଡ୍ୟା ଏକାସାଙ୍ଗେ ଦେଖାଗଲେ, ଦେଖନ୍ତୁ ଫଟୋ ।

bollywoodlife
0 61

ବିରୁଷ୍କାଙ୍କ ବିବାହ ପରେ ଯେଉଁ କ୍ରିକେଟ ଖେଳାଳୀଙ୍କ ନାଁ ସାରା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ସେ ଜଣକ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ହାର୍ଦ୍ଧିକ ପାଣ୍ଡ୍ୟା । ବିଗତ ଦିନରେ ଏହି କଥାର ଖୁଲାସା ହୋଇଥିଲା ଯେ ଏଲି ଆବ୍ରାହିମ ଏବଂ ପାଣ୍ଡ୍ୟା ଦୁହେଁ ଦୁହିଁଙ୍କୁ ଡେଟ କରୁଛନ୍ତି । ପ୍ରଥମେ ପ୍ରଥମେ ଏହି ଖବରକୁ ଅପପ୍ରଚାର କୁହାଯାଇଥିଲା । ମାତ୍ର ଏହାପରେ ଦୁହିଁଙ୍କୁ ଅନେକ ଜାଗାରେ ଦେଖିବାକୁ ମିଳିଥିଲା ଯାହା ଅପପ୍ରଚାରକୁ ସତ କହିବା ସ୍ୱାଭିବିକ ।

eli.1ଯଦି ଏହି ଦୁହିଁଙ୍କ ତାଜା ଫଟୋର କଥା ଉଠେ ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଏକ ବିଜ୍ଞାପନ ସୁଟରେ ନଜର ଆସିଛନ୍ତି । ଏହି ଫଟୋରେ ଏଲି ନୀଳ ପ୍ୟାଂଟ ଏବଂ ହଳଦିଆ ଟପରେ ନଜର ଆସିଛନ୍ତି ।

pandyaମାତ୍ର ଏଲି ଏହି ବିଜ୍ଞାପନ ସୁଟରେ ଭାଗ ନେଉଥିବାର କୌଣସି ସଠିକ ତଥ୍ୟ ଏଯାଏଁ ମିଳିନାହିଁ । କିନ୍ତୁ ଏହି କଥା ଆମେ ଖୋଲାଖୋଲି ଭାବେ କହିପାରିବୁ ଯେ ହୁହେଁ ଏହି ବିଜ୍ଞାପନ ସୁଟ ଜରିଆରେ ଖୁବ ମଜା କରିଥିବେ ନିଶ୍ଚୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More