Only for Entertainment

ବଲିଉଡ ହ୍ୟାଣ୍ଡସମ ହ୍ରିତିକ ଦେଲେ ଛଠ ପୂଜାର ଶୁଭେଚ୍ଛା, ପ୍ରଥମ ଥର ତୁଲାଇବେ ବିହାରୀ ଭୂମିକା !

22

ନିଜର ଅପକମିଂ ଫିଲ୍ମ ସୁପର ୩୦ରେ ବିହାରୀ ଭୂମିକା ତୁଲାଉଥିବା ବଲିଉଡ ହ୍ୟାଣ୍ଡସମ ହଙ୍କ ହ୍ରିତିକ ରୋଶନ ଛଠ ପୂଜାର ଶୂଭେଚ୍ଛା ଜଣାଇଛନ୍ତି , ଏହି ମଉକାରେ ହ୍ରିତିକ ନାଁ କେବଳ ଟ୍ୱିଟରରେ ଶୂଭେଚ୍ଛା ଜଣାଇଛନ୍ତି ବରଂ ଏକ ଭିଡିଓ ଶେୟାର କରି ଜଣାଇଛନ୍ତି ଆଗରୁ ଏହି ପୂଜାର ମହତ୍ତ୍ୱ ତାଙ୍କୁ ଜଣା ନଥିଲା ମାତ୍ର ଏବେ ଜାଣିଥିବା କହିଛନ୍ତି । ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇ ଭିଡିଓ ଶେୟାର କରିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ହ୍ରିତିକ ରୋଶନ ଖୁବ ଶୀଘ୍ର ସୁପର ୩୦ରେ ନଜର ଆସିବେ । ଏହି ଫିଲ୍ମ ଏକ କୋଚିଂ ସେଂଟର ଉପରେ ଆଧାରିତ । ଫିଲ୍ମରେ ହ୍ରିତିକ କୋଚିଂର ସଂସ୍ଥାପକ ଆନନ୍ଦ କୁୁମାର ଭୂମିକାରେ ନଜର ଆସିବେ । ଏହି ଭୂମିକା ତାଙ୍କର ସଂପୂର୍ଣ୍ଣ ରୂପେ ବିହାରର ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More