Only for Entertainment

ଏହିଭଳି ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଚିକେନ ଫାର୍ଚ୍ଚା ।

ndtv food
33

ପ୍ରଥମେ ଚିକେନକୁ ଭଲ ଭାବରେ ଧୋଇ ରଖନ୍ତୁ ।ଏକ ବୋଲ ନିଅନ୍ତୁ ଏବଂ ସେଥିରେ ୨ ଚାମଚ ଲେମ୍ବୁ ରସ,୧ ଚାମଚ ରସୁଣ ପେଷ୍ଟ,୧ ଚାମଚ ଅଦା ପେଷ୍ଟ,ଲଙ୍କା ଗୁଣ୍ଡ,ଧନିଆ ପତ୍ର,ଗରମ ମସଲା,ଗୋଲମରିଚ ଗୁଣ୍ଡ ଓ ଲୁଣ ସ୍ୱାଦନୁସାରେ ନିଅନ୍ତୁ । ଏହି ମିଶ୍ରଣରେ ଚିକେନକୁ ପକାନ୍ତୁ ।ଏକ ବୋଲରେ ଏକ ଅଣ୍ଡା ନିଅନ୍ତୁ ଏବଂ ସେଥିରେ ସାମାନ୍ୟ ଲଙ୍କା ଗୁଣ୍ଡ ମିଶାନ୍ତୁ । ଏବେ ଚିକେନକୁ ପ୍ରଥମେ ବ୍ରେଡ କ୍ରମ୍ବରେ ବୁଡାନ୍ତୁ ଏବଂ ଏହାପରେ ଅଣ୍ଡାରେ କୋଟ କରି ଛାଣନ୍ତୁ । ଏହିଭଳି ପ୍ରସ୍ତୁତ କରନ୍ତୁ ଚିକେନ ଫାର୍ଚ୍ଚା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More