Only for Entertainment

ଚିକେନ ଜଲଫ୍ରେଜିର ପ୍ରସ୍ତୁତି ପ୍ରଣାଳୀ ।

curry pot.com
0 77

ଏକ ବାଉଲରେ ଚିକେନ,ହଳଦୀ,ଲଙ୍କା ଗୁଣ୍ଡ,ଜିରା ଗୁଣ୍ଡ,ଧନିଆ ଗୁଣ୍ଡ ଓ ଲୁଣ ପକାଇ ମ୍ୟାରିନେଟ କରନ୍ତୁ ଏବଂ ୩୦ ମିନିଟ ପାଇଁ ଛାଡ଼ି ଦିଅନ୍ତୁ ।

୩୦ ମିନିଟ ପରେ ଏକ ପ୍ୟାନ ବସାନ୍ତୁ ଓ ଗରମ ହେବା ପରେ ତେଲ ପକାନ୍ତୁ । ଏହାପରେ କଟା ରସୁଣ ଓ କଟା ଅଦା ପକାନ୍ତୁ । ଅଳ୍ପ ଭାଜି ହେବା ପରେ ଛୋଟ କଟା ପିଆଜ ପକାନ୍ତୁ । ପିଆଜର ରଙ୍ଗ ପରିବର୍ତ୍ତନ ହେବା ପରେ କଟା ଗ୍ରୀନ କ୍ୟାପସିକମ ଓ ୟେଲୋ କ୍ୟାପସିକମ ପକାଇ କିଛି ସମୟ ଭାଜନ୍ତୁ । ସାମାନ୍ୟ ସିଝି ଆସିବା ପରେ ଛୋଟ କଟା ହୋଇଥିବା ଟମୋଟୋ ଆଡ କରନ୍ତୁ । ଏହାପରେ ସ୍ୱାଦନୁସାରେ ଲୁଣ ପକାନ୍ତୁ । ଏବେ କିଛି ଜଳ ଆଡ କରନ୍ତୁ । ଗ୍ରେଭି ହୋଇଯିବା ପରେ ଚିକେନ ମିଶାନ୍ତୁ । ଚିକେନ ସିଝି ଆସିବା ପରେ ଫ୍ଲେମ ଅଫ କରିଦିଅନ୍ତୁ । ଏହିଭଳି ପ୍ରସ୍ତୁତ କରନ୍ତୁ ଚିକେନ ଜଲଫ୍ରେଜି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More