Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ଚିକେନ୍ ଲଲିପପ୍

Imperial Inn Food Recipe Blog
0 89

ସାମଗ୍ରୀ-

ଲେଗ୍ ଚିକେନ- ୬ଟି
ମଇଦା- ୨ଚାମଚ
କର୍ନଫ୍ଲୋର- ୨ ଚାମଚ
ଅଣ୍ଡା- ୧ ଟି
ଅଦା ରସୁଣ ପେଷ୍ଟ- ୩ ଚାମଚ
ରେଡ ଚିଲି ସସ୍- ୨ ଚାମଚ
ଲୁଣ- ସ୍ୱାଦ ଅନୁସାରେ
ସୋୟା ସସ୍- ୨ ଚାମଚ
ତେଲ- ଛାଣିବା  ପାଇଁ

ପ୍ରଣାଳୀ-

–    ସର୍ବ ପ୍ରଥମେ ଚିକେନର ତଳ ଭାଗକୁ ଛୁରୀ ସାହାଯ୍ୟରେ ସଫାକରି ଲଲିପପ ଆକାର ଦିଅନ୍ତୁ ।

–     ଗୋଟିଏ ପାତ୍ରରେ ଚିକେନ ଲଲିପପ୍, ଏବଂ  ତେଲକୁ ଛାଡି ସମସ୍ତ ସାମଗ୍ରୀ ମିଶାନ୍ତୁ । ଏହାକୁ ଭଲଭାବେ ମିଶାଇ ୩୦ ମିନିଟ ପର୍ଯ୍ୟନ୍ତ ମ୍ୟାରିନେଟ ପାଇଁ ରଖିଦିଅନ୍ତୁ ।

–    ବର୍ତ୍ତମାନ  ଏକ ପ୍ୟାନରେ ତେଲ ଗରମ କରି ଚିକେନ ଲଲିପପକୁ କ୍ରିସ୍ପି ଏବଂ ବ୍ରାଉନ ହେବା ପର୍ଯ୍ୟନ୍ତ ଫ୍ରାଏ  କରନ୍ତୁ ।

–    ପ୍ରସ୍ତୁତ ହୋଇଗଲା  ଆପଣଙ୍କର ଚିକେନ ଲଲିପପ୍ । ବର୍ତ୍ତମାନ ଏହାକୁ ଗରମ ଗରମ ପରଶନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More