Only for Entertainment

ଟିଭିର ଏହି ଚକଲେଟ ହିରୋ ନିଜେ ଲଣ୍ଡା କଲେ ଦୁଇ ଜାଆଁଳା ଛୁଆଙ୍କୁ,ଭିଡିଓ ଭାଇରାଲ ।

zee news
0 53

ଟିଭିର ପ୍ରସିଦ୍ଧ ଚକଲେଟ ଅଭିନେତା କିଂସୁକ ମହାଜନ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି । କିଛି ଦିନ ପୂର୍ବରୁ ଟ୍ୱିନ ଛୁଆଙ୍କର ବାପା ହୋଇଥିବା କିଂସୁକ ଏକତା କପୁରଙ୍କ ନାଗିନ ଶୋରେ ଅଭିନୟ କରୁଥିଲେ । ସେ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଦୁଇ ଛୁଆଙ୍କର ଲଣ୍ଡା ହେବା ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । କିନ୍ତୁ ଏହି ଭିଡିଓର ଖାସ କଥା ହେଉଛିଯେ ସେ ନିଜେ ତାଙ୍କ ପିଲାଙ୍କୁ ଲଣ୍ଡା କରିଛନ୍ତି । ଯାହାକୁ ଖୁବ ପସନ୍ଦ କରାଯାଉଛି । ତାଙ୍କର ଏହି ଇଂଷ୍ଟାଗ୍ରାମ ପୋଷ୍ଟକୁ ଲୋକ ଭାଇରାଲ କରି ସାରିଛନ୍ତି । ଷ୍ଟାର ପ୍ଲସ ଶୋ ବିଦାୟୀରୁ ଜନପ୍ରିୟତା ହାସଲ କରିଥିବା କିଂସୁକଙ୍କର ସୋସିଆଲ ମିଡିଆରେ ଖୁବ ଭଲ ଫ୍ୟାନ ଫଲୋଇଙ୍ଗ ରହିଛି ।

Mere do anmol ratan ✌️??

A post shared by Kinshuk Mahajan (@mahajankinshuk17) on

ସେ ତାଙ୍କ ପୁଅ ଏବଂ ଝିଅର ଫଟୋ ସେୟାର କରି ଲେଖିଛନ୍ତିଯେ ମୁଣ୍ଡନ ସେରମୋନି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More