Only for Entertainment

ରିଲିଜ ହେଲା ‘କାରୱାଁ’ର ପ୍ରଥମ ଗୀତ ‘ଛୋଟା ସା ଫସାନା’, ଶୁଣିବାକୁ ମିଳିଲା ଅରିଜିତ ସିଂଙ୍କ ଯାଦୁଗରୀ ଭଏସ ।

Bollywoodlife
0 36

ଆଗାମୀ ବଲିଉଡ୍ କମେଡି – ଡ୍ରାମା ଫିଲ୍ମ କାରୱାଁ ର ପ୍ରଥମ ଗୀତ ‘ଛୋଟା ସା ଫସାନା’ ମୁକ୍ତିଲାଭ କରିଛି । ଏହି ଗୀତରେ ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ୍ ସିଂଙ୍କ ମ୍ୟାଜିକାଲ୍ ଭଏସ୍ ଶୁଣିବାକୁ ମିଳିଛି । ଅକର୍ଶ ଖୁରାନାଙ୍କ ଲିରିକ୍ସ ସହ ଅନୁରାଗ ସାକିଆଙ୍କ ସଙ୍ଗୀତ ଶୁଣିବାକୁ ମିଳିଛି ଏହି ଗୀତରେ ।

ଫିଲ୍ମରେ ଅଭିନେତା ଇର୍ଫାନ୍ ଖାନ୍, ଡଲକର୍ ସଲମାନ୍ ଓ ଅଭିନେତ୍ରୀ ମିଥିଲା ପାଲକରଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ । ଏହି ସିମେମାର ନିର୍ଦ୍ଦେଶନା ଦେଇଛନ୍ତି ଅକର୍ଶ ଖୁରାନା । ଅଗଷ୍ଟ ୩ରେ ପରଦାକୁ ଆସିବ ଚଳଚ୍ଚିତ୍ର କାରୱାଁ ।

ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More