Only for Entertainment

ଇଭେଂଟରେ କାଜୋଲ ଅଗ୍ରୱାଲଙ୍କୁ ଜବରଦସ୍ତ କିସ କଲା ଏହି ବ୍ୟକ୍ତି,ଭିଡ଼ିଓ ଭାଇରାଲ ।

aajtak
43

ସାଉଥ ଇଣ୍ଡିଆନ ଅଭିନେତ୍ରୀ କାଜୋଲ ଅଗ୍ରୱାଲଙ୍କ ନିକଟରେ ଏକ ଅଜବ ଘଟଣା ଘଟିଛି ।ଫିଲ୍ମ କବଚମର ଟିଜର ଲଂଚ ସମୟରେ ତାଙ୍କ କୋ-ଷ୍ଟାର ଛୋଟା କେ ନାଇଡୁ ତାଙ୍କୁ ଜବରଦସ୍ତ କିସ କରିଛି ।

 

View this post on Instagram

 

@kajalaggarwal.offl ♥️

A post shared by KAJAL AGGARWAL ♥️ (@kajalaggarwal.offl) on

ବାସ୍ତବରେ ସୋମବାରକୁ ହାଇଦ୍ରାବାଦରେ ଫିଲ୍ମ କବଚମର ଟିଜର ଲଂଚ ସମୟରେ କାଜୋଲ ଫିଲ୍ମ ସହିତ ଜଡ଼ିତ ଲୋକଙ୍କୁ ଧନ୍ୟବାଦ ଜଣାଉଥିଲେ ।ସେହି ସମୟରେ ସେ କୋ ଷ୍ଟାର ଛୋଟା ନାଇଡୁଙ୍କ ନାମ ନେଲେ ।ଆକ୍ଟର ମଂଚକୁ ଆସି କାଜୋଲଙ୍କୁ ହଗ କଲେ ଏବଂ ତାଙ୍କ ବେକକୁ କିସ କରିଦେଲେ ।କୋ ଆକ୍ଟରଙ୍କ ଏହି କାର୍ଯ୍ୟକଳାପ ଦେଖି କାଜୋଲ ମଧ୍ୟ କିଛି ସେକେଣ୍ଡ ପାଇଁ ଆଶ୍ଚର୍ଯ୍ୟ ହୋଇଗଲେ । କିନ୍ତୁ ପରିସ୍ଥିତିକୁ ଦେଖି ସେ ଚୁପ ରହିଲେ ।ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More