Only for Entertainment

ଓଜନ କମାଇବାକୁ ଚାହୁଁଥିଲେ ବ୍ୟବହାର କରନ୍ତୁ ନଡ଼ିଆ ତେଲ ।

bbcgoodfood.com
0 84

ଶରୀରର ଯତ୍ନ ସମସ୍ତେ ନେବାପାଇଁ ଚାହାଁନ୍ତି । କିନ୍ତୁ ଖାଦ୍ୟପେୟର ଯତ୍ନ ନ ନେଲେ ଓଜନ ବଢିଯାଏ । ବିଶେଷକରି ଗରମଦିନରେ ବିଭିନ୍ନ ସମସ୍ୟା ଦେଖାଯାଏ । ଆସିଡିଟି ଠାରୁ ଆରମ୍ଭ କରି ଖାଦ୍ୟ ହଜମ ନ ହେବା ପର୍ଯ୍ୟନ୍ତ । ତେଣୁ ଓଜନ ମଧ୍ୟ ବଢିଯାଏ । ତାଜା ଅନୁଭବ ଚାହୁଁଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନଥାଏ । କିନ୍ତୁ ଓଜନ କମ କରିବା ପାଇଁ ମଧ୍ୟ ଗରମ ଦିନ ସବୁଠାରୁ ଉପଯୁକ୍ତ । ଯାହା ଦ୍ୱାରା ଅତି ସହଜରେ ଓଜନ କମ ହୋଇପାରିବ । ଆପଣଙ୍କୁ ନିଜ ଖାଦ୍ୟ ପ୍ରତି ନଜର ଦେବାକୁ ପଡ଼ିବ ।

ନିକଟରେ ଏକ ରିସର୍ଚରୁ ଜଣାପଡ଼ିଛିଯେ ଓଜନ କମ କରିବାରେ ନଡ଼ିଆ ତେଲର ଏକ ପ୍ରମୁଖ ଭୂମିକା ରହିଛି । ନଡ଼ିଆ ତେଲରେ ଖାଦ୍ୟ ପ୍ରସ୍ତୁତ କରି ଖାଇବା ଦ୍ୱାରା ଓଜନ କମ ହୋଇଥାଏ । ଏହା ଦ୍ୱାରା ମେଟାବୋଲିଜମ ମଧ୍ୟ ନିୟନ୍ତ୍ରଣ ହୋଇଥାଏ ।

ନଡ଼ିଆ ତେଲ ପେଟରେ ଜମା ହୋଇଥବା ଫ୍ୟାଟକୁ ବର୍ଣ୍ଣ କରିଥାଏ । ଏହା ସହିତ ନଡ଼ିଆ ତେଲରେ ରନ୍ଧା ହୋଇଥିବା ଖାଦ୍ୟ ଖାଇଲେ ଶୀଘ୍ର ହଜମ ହୋଇଥାଏ । ଶରୀରର ଶକ୍ତି ସ୍ତର ବଢିଥାଏ । ଏହା ଦ୍ୱାରା ବାରମ୍ବାର ଭୋକ ଲାଗି ନଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More