Only for Entertainment

ତାରକ ମେହତାକେ ଉଲଟା ଚଷମା ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ପରଦାକୁ ପୁଣି ଫେରିବେ ଦୟାବେନ ।

aajtak
0 46

ସବ ଟିଭିର ତାରକ ମେହତାକେ ଉଲଟା ଚଷମାରେ ଦୟାବେନ ନଥିବା ହେତୁ ତାଙ୍କ ଫ୍ୟାନ୍ସ ନିରାଶ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । ସୂଚନା ଅନୁସାରେ ଅଭିନେତ୍ରୀ ଜଣକ ପୁଣିଥରେ ପରଦାକୁ ଫେରୁଛନ୍ତି ।

ସୂଚନା ଅନୁସାରେ ଦିଶା ବହୁ ଦିନ ଧରି ମ୍ୟାଟରନିଟି ଲିଭରେ ଥିଲେ । କିନ୍ତୁ ଏବେ ସେ ଶୋ’କୁ ଫେରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ନିର୍ମାତା ଶୋ’ରେ ନୂଆ ଟ୍ରାକ ଆଣିବେ ବୋଲି ମଧ୍ୟ ଆଲୋଚନା ଚାଲିଛି । ଦୟା ଏବଂ ଜେଠାଲାଲ ପୁରୁଣା ସ୍ମୃତିକୁ ନୂଆ କରୁଥିବାର ଦେଖିବାକୁ ମିଳିବ ।

ପୂର୍ବ ଖବର ଅନୁସାରେ ଦୟା ଶୋ’ରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି । କିନ୍ତୁ ବାସ୍ତବ ଘଟଣା ହେଉଛି ସେ ତାଙ୍କର ଛୋଟ ଝିଅର ରକ୍ଷଣାବେକ୍ଷଣା ପାଇଁ କିଛି ସମୟ ମାଗିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More