Only for Entertainment

କମେଡିଆନ ଭାରତୀ ସିଂଙ୍କ ମିଛର ପର୍ଦ୍ଦାଫାସ, ଦେଖନ୍ତୁ ଭାଇରାଲ ଭିଡିଓ

entrepreneur
230

କମେଡିଆନ ଭାରତୀ ସିଂ ନିଜର କମିକ ଟାଇମିଂ ପାଇଁ ଦର୍ଶକଙ୍କୁ ଖୁବ ହସାଇଥାନ୍ତି । ଭାରତୀ ସିଂଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଭାରତୀ ଗୀତ ଗାଉଥିବାର ନଜର ଆସିଛନ୍ତି । ଏହି ଭିଡିଓରେ ଭାରତୀଙ୍କ ମିଛର ପର୍ଦ୍ଦାଫାସ ହୋଇଛି ।

ଭାରତୀ ଏହି ଭିଡିଓରେ ଖୁବ ସୁନ୍ଦର ଅନ୍ଦାଜରେ ଗୀତ ଗାଉଥିବାର ନଜର ଆସିଛନ୍ତି । କିନ୍ତୁ କ୍ୟାମେରା ବୁଲିବା ରେ ଜଣା ପଡୁଛି ଏହା ଭାରତୀ ନୁହଁନ୍ତି ନୀତି ମୋହନ ଗାଉଥିବା ଦେଖିବାକୁ ମିଳିଛି ।

ଭାରତୀ ନିଜ ଇଂଷ୍ଟାଗ୍ରାମରେ ଏହି ଭିଡିଓକୁ ସେୟାର କରିଛନ୍ତି । ଫ୍ୟାନ୍ସ ମଧ୍ୟ ଏହାକୁ ଖୁବ ପସନ୍ଦ କରିଛନ୍ତି । ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More