Only for Entertainment

କମିକସ୍ତାନ୨’ର ନୂଆ ଟିଜର ରିଲିଜ, ଜୋକ କରିବା ଏତେ ସହଜ ନୁହେଁ !

24

କମିକସ୍ତାନ୨’ର ନିର୍ମାତା ଆମାଜନ ସିରିଜ କମିକସ୍ତାନର ଦ୍ୱିତୀୟ ସିଜନର ପ୍ରଥମ ଲୁକ ରିଲିଜ କରି ଦେଇଛନ୍ତି , ଯେଉଁଥିରେ ବିଶ୍ୱା କଲ୍ୟାଣ ରଥ ନଜର ଆସିବେ ।

କମିକସ୍ତାନ ସିଜନ ୨’ ବିଶେଷ ରୁପରେ ଆମାଜନ ପ୍ରାଇମ ଭିଡିଓରେ ଖୁବଶୀଘ୍ର ଆରମ୍ଭ ହେବ । ଆମାଜନ ଅନୁସାରେ ଶୋ’ର ପୂର୍ବ ସିଜନ ସେତେବେଳେ ଧମାକା ମଚାଇଥିଲା ଯେତେବେଳେ ଭାରତରେ ରିଆଲିଟି ଷ୍ଟାଂଡ ଅପ କମେଡି ହଂଟ ଶୋ’ ରୂପରେ ଏହା ଅଧିକ ଷ୍ଟ୍ରିମ ହୋଇଥିଲା । ଯାହା ପ୍ରାଇମ ଓରିଜିନାଲ ହୋଇଯାଇଥିଲା ।

କମିକସ୍ତାନରେ ସବୁକିଛି ରହିଛି ଯାହା କମେଡି ଦୁନିଆରେ ଆମକୁ ସବୁଠାରୁ ଭଲ କମେଡିଆନ ବାଛିବାରେ ସାହାଯ୍ୟ କରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More