Only for Entertainment

ଜନ୍ମଦିନର ଶୁଭକାମନା ମା, ଏତିକି ଲେଖି ଆତ୍ମହତ୍ୟା କଲା ପୁଅ ।

punjab kesari
31

ପ୍ରାଇଭେଟ ଜେଟ କମ୍ପାନୀ ଗୋଏୟରର ୧୯ ବର୍ଷୀୟ ଜଣେ କର୍ମଚାରୀ । ଆତ୍ମହତ୍ୟା କରି ଦେଇଛନ୍ତି । ଏହି ଖବର ଶୁକ୍ରବାରକୁ ପୋଲିସ ଠାରୁ ମିଳିଛି । ତାଙ୍କ କହିବା ଅନୁସାରେ ମୃତ ମନ୍ଥନ ଚୌହାନ ମୁମ୍ବାଇ ସ୍ଥିତ ଏୟାର ଲାଇନର ନାଗପୁର ଏୟାରପୋର୍ଟର ଜଣେ ଷ୍ଟାଫ ଥିଲେ । ମନ୍ଥନ ତାଙ୍କ ମା’ଙ୍କୁ ଶୁଭକାମନା ଦେବା ପରେ ମଙ୍ଗଳବାର ଦ୍ୱିପ୍ରହରରେ ଆତ୍ମହତ୍ୟା କରି ଦେଇଛନ୍ତି । ତାଙ୍କ ମା ଜଣେ ମହିଳା ପୋଲିସକର୍ମୀ ।

ପୋଲିସର କହିବା ଅନୁସାରେ ମନ୍ଥନ ଦ୍ୱିପ୍ରହର ପ୍ରାୟ ୨.୪୫ରେ ଏକ ଲୁହା ଛଡ଼ରେ ଓହଳି ଆତ୍ମହତ୍ୟା କରିଛନ୍ତି । ସେଠାରୁ କୌଣସି ପ୍ରକାରର ଆତ୍ମହତ୍ୟା ନୋଟ ମିଳିନାହିଁ, କିନ୍ତୁ ଏକ କାଗଜରେ କେବଳ ଏତିକି ଲେଖା ଅଛି ଜନ୍ମଦିନର ଶୁଭେତ୍ସା ମା, ମୁଁ ଦୁଃଖିଅଛି । ତେବେ ପୋଲିସ ଏହି ମାମଲାର ଯାଂଚ କରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More