Only for Entertainment

ଟ୍ୱିଟ ସମୟରେ କଂଗ୍ରେସର ବଡ଼ ଭୁଲ, ପ୍ରିୟଙ୍କା ଚତୁର୍ବେଦୀଙ୍କ ସ୍ଥାନରେ ପ୍ରିୟଙ୍କା ଚୋପ୍ରାଙ୍କୁ କଲେ ଟ୍ୟାଗ ।

aajtak
0 31

ସୋସିଆଲ ମିଡିଆରେ ପୋଷ୍ଟ କରିବା ସମୟରେ ପ୍ରାୟତଃ ଭୁଲ କରିବସନ୍ତି । ଏହିଭଳି ଏକ ଭୁଲ କଂଗ୍ରେସ ପାର୍ଟି କରି ସାରିଛନ୍ତି । ବାସ୍ତବରେ ନିକଟରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ୫ ବର୍ଷ ପୁରୁଣା ଭିଡ଼ିଓ ସେୟାର କରିଥିଲେ । କିନ୍ତୁ ଭୁଲ ହେଉଛିଯେ କଗ୍ରେଂସକୁ ତାଙ୍କ ପାର୍ଟିର ପାର୍ଟି ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀଙ୍କୁ ଟ୍ୟାଗ କରିବାର ଥିଲା ସେହି ସ୍ଥାନରେ ସେ ପ୍ରିୟଙ୍କା ଚୋପ୍ରାଙ୍କୁ ଟ୍ୟାଗ କରିଛନ୍ତି ।

ଟ୍ୱିଟରରେ ବହୁତ କିଛି ଶୁଣିବା ପରେ କଂଗ୍ରେସ ଏହାକୁ ଡିଲେଟ କରି ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More