Only for Entertainment

ପ୍ରିୟଙ୍କାଙ୍କ ବିବାହ:ଉତ୍ସବର ଝଲକରେ ମିଡିଆ ଏବଂ ବାଉନ୍ସର୍ସଙ୍କ ମଧ୍ୟରେ ଝଗଡ଼ା

Hello Magazine
40

ନିକ୍ୟଙ୍କା ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ଏହି ମଧ୍ୟରେ ଯୋଦ୍ଧପୁରରେ ଏକ ଅପ୍ରିୟ ଘଟଣା ଘଟିସାରିଛି ।ନିକ୍ୟଙ୍କାଙ୍କ ବିବାହ କଭରେଜ ପାଇଁ ମିଡିଆ କର୍ମୀ ଏବଂ ବାଉନ୍ସର୍ସଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ସୂଚନା ମିଳିଛି ।

 

ଉମେଦ ଭବନରେ କ୍ୟାଥଲିକ ରୀତିରେ ବିବାହ ହେଉଥିବା ବେଳେ ଏହି ଘଟଣା ଘଟିଛି ।ବାସ୍ତବରେ ବିବାହ କଭରେଜ ପାଇଁ କିଛି ସ୍ଥାନୀୟ ଏବଂ ବାହାରର ସାମ୍ବାଦିକ ପହଂଚିଥିଲେ । ବାଉନ୍ସର୍ସ ମିଡିଆକୁ ସୁଟ କରିବା ପାଇଁ ମନା କଲେ ।ବାଉନ୍ସର୍ସ କ୍ୟାମେରାକୁ କ୍ଷତି ପହଂଚାଇବାକୁ ଚେଷ୍ଟା କଲେ ।ଯେଉଁ କାରଣରୁ ଏହା ମଧ୍ୟକୁ ଯୋଦ୍ଧପୁର ପୋଲିସକୁ ଆସିବାକୁ ପଡ଼ିଲା ।

 

ଆଜି ଦୁଇ ଜଣଙ୍କର ହିନ୍ଦୁ ରୀତି ନୀତିରେ ବିବାହ କାର୍ଯ୍ୟ ହେବ ।ୱେଷ୍ଟର୍ଣ୍ଣ ବିବାହରେ କପଲ ଇଂଟରନେସନାଲ ଡିଜାଇନର ସଲ୍ଫ ଲରେନଙ୍କ ଆଉଟଫିଟ ପିନ୍ଧିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More