Only for Entertainment

ପିକନିକ ପାଇଁ ପ୍ରସ୍ତୁତ କରନ୍ତୁ ଖାସ କୁକିଜ ।

punjabkesari
43

ପ୍ରଥମେ କିଛି ହେଜେଲନଟକୁ ଭାଜି ରଖନ୍ତୁ । ଏହାପରେ ଏକ ପାତ୍ରରେ ମଇଦା,ଡାର୍କ ଚକଲେଟ ଚିପ୍ସ ଏବଂ କେବିଂ ପାଉଡର ନିଅନ୍ତୁ । ଅନ୍ୟ ଏକ ପାତ୍ରରେ ବଟର ଭଲ ଭାବରେ ଫେଂଟନ୍ତୁ । ଏହାପରେ ୭୫ ଗ୍ରାମ ପାଉଡର ଚିନି ମିଶାନ୍ତୁ । ଏବେ ଅଣ୍ଡା ମିଶାନ୍ତୁ । ଏହାପରେ ଭାନିଲା ଏକ୍ସଟ୍ରାକ୍ଟ ଏବଂ ତରଳାଇଥିବା ଡାର୍କ ଚକଲେଟ ପକାନ୍ତୁ । ଏବେ ଏଥିରେ ରଖିଥିବା ମଇଦାର ମିଶ୍ରଣକୁ ପକାନ୍ତୁ ଏବଂ ଭଲ ଭାବରେ ମିଶାନ୍ତୁ । ଏବେ ଏହାକୁ ବେକିଂ ଟ୍ରେରେ ରଖନ୍ତୁ । ଓଭନକୁ ୩୫୦/୧୮୦ ଡିଗ୍ରୀ ଫାରେନହାଇଟରେ ଗରମ କରନ୍ତୁ ଏବଂ ୨୫ ମିନିଟ ପାଇଁ ଟ୍ରେକୁ ଓଭନରେ ଛାଡ଼ନ୍ତୁ । ଏହାପରେ ଓଭନ ବାହାର କରି ଥଣ୍ଡା ହେବା ପରେ ଖାଆନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More