Only for Entertainment

ବର୍ଷାରେ ପ୍ରସ୍ତୁତ କରନ୍ତୁ କର୍ଣ୍ଣ ଭେଲ ।

recipes.timesofindia.com
0 36

ବର୍ଷାରେ ସବୁବେଳେ କିଛି କିଛି ଭିନ୍ନ ଧରଣର ଖାଦ୍ୟ ଖାଇବାକୁ ଖୁବ ଭଲ ଲାଗେ । କାରଣ ବର୍ଷା ସମୟରେ ଘରୁ ବାହାରକୁ ଯାଇ ହେବ ନାହିଁ,ତେଣୁ ଏଭଳି କିଛି ସହଜ ଏବଂ ସ୍ୱାଦିଷ୍ଟ ରେସିପି ରହିଛି ଯାହାକୁ ଅତି ସହଜରେ ଅଳ୍ପ ସମୟ ମଧ୍ୟରେ ଘରେ ପ୍ରସ୍ତୁତ କରାଯାଇ ପାରିବ ।
ପ୍ରଥମେ ସିଝା ମିଠା ମକା ନିଅନ୍ତୁ । ସେଥିରେ କିଛି କଟା ପିଆଜ.ଟମାଟୋ ଏବଂ କିଛି ସେଓ,ଧନିଆପତ୍ର ପକାନ୍ତୁ । ଯଦି ଆପଣ ରାଗ ଖାଇବାକୁ ପସନ୍ଦ କରନ୍ତି ତେବେ ଆବଶ୍ୟକ ଅନୁସାରେ କଂଚା ଲଙ୍କା ପକାଇ ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More