Only for Entertainment

ଟ୍ରେନରେ ସଂପର୍କ ରଖିଲେ ପ୍ରେମୀ ଯୁଗଳ, ଫଟୋ ଏବଂ ଭିଡ଼ିଓ ଭାଇରାଲ

punjabkesari
34

ଏକ କପଲ ଟ୍ରେନ ମଧ୍ୟରେ ସଂପର୍କ ରଖି ଥିବାରେ ଫଟୋ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଚାଂଚଲ୍ୟ ସୃଷ୍ଟି ହୋଇଛି । ଏହି କପଲଙ୍କୁ ବିଳମ୍ବ ରାତିରେ ଗ୍ଲାସଗୋରୁ ଏଡିନବର୍ଗ ଯାଉଥିବା ଟ୍ରେନରେ ସମ୍ବଦ୍ଧ ରଖି ଥିବାର ଦେଖିବାକୁ ମିଳିଛି । ସେମାନେ ଟ୍ରେନ ର ଏକ ଖାଲି ଡବାରେ ଏଭଳି କାର୍ଯ୍ୟକଳାପ କରୁଥିଲେ । ତେବେ ସେଠାରେ ଥିବା ସିସିଟିଭି କ୍ୟାମେରାରେ ଏହା କଏଦ ହୋଇ ଯାଇଛି । କୁହାଯାଉଛି ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ପୂର୍ବରୁ ପ୍ରଥମେ ସିସିଟିଭିରେ ରେକର୍ଡ଼ ହୋଇଯାଇଥିଲା ।

ଖବର ଅନୁସାରେ ପୋଲିସ ଏହାର ଯାଂଚ କରୁଛି । ଭିଡ଼ିଓ ଭାଇରାଲ ହେବା ପରଠାରୁ ଯାତ୍ରୀଙ୍କର ତୀବ୍ର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏହି ଘଟଣାକୁ ସମସ୍ତେ ଘୃଣା କରୁଛନ୍ତି । ଜଣେ ପ୍ରତିକ୍ରିୟା ଦେଇଛନ୍ତିଯେ ଏଭଳି ମନେ ହେଉଛି ଏମାନେ ଏତେ ନିଶାରେ ଥିଲେଯେ ସେମାନଙ୍କୁ ଜଣାପଡ଼ିଲା ନାହିଁଯେ ତାଙ୍କ ଆଖପାଖରେ କ’ଣ ଚାଲିଛି । ଖୁବଶୀଘ୍ର ଏହାର ଯାଂଚ ହେବ ବୋଲି ପୋଲିସ ଅଧିକାରୀ ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More