Only for Entertainment

ଗାଇ ଦେଖାଇଲା ମା’ର ମମତା, କୁକୁର ଛୁଆଙ୍କୁ ପିଆଇଲା କ୍ଷୀର, ଦେଖନ୍ତୁ ଭିଡିଓ !

livehindustan
22

ଏକ ଗାଈ ୪ଟି ଛୋଟ ଛୋଟ କୁକୁର ଛୁଆଙ୍କୁ କ୍ଷୀର ପିଆଉଥିବା ଦେଖିବାକୁ ମିଳିଛି  ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ଅନେକ ଲୋକଙ୍କ ହୃଦୟକୁ ଛୁଇଁଛି। ଏକ ଶିଶୁ ପାଇଁ ସବୁଠୁ ଶ୍ରେଷ୍ଠ ଖାଦ୍ୟ ହୋଇଥାଏ ମାଆ କ୍ଷୀର। ଆଉ ଯିଏ ମାଆର କ୍ଷୀର ପାଏ ନାହିଁ, ତା’ପାଇଁ ଶ୍ରେଷ୍ଠ ହେଉଛି ଗୋ ଦୁଗ୍ଧ ବା ଗାଈକ୍ଷୀର। ତେଣୁ ହିନ୍ଦୁ ଧର୍ମରେ ଗାଈକୁ ମାତୃତୁଲ୍ୟ ସମ୍ମାନ ଦିଆଯାଇଛି।

ଭିଡିଓରେ ଥିବା କୁକୁର ଛୁଆଗୁଡ଼ିକଙ୍କ ମା’ର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟ ହୋଇଯାଇଛି। ଆଉ ଏହି ମାଆ ଛେଉଣ୍ଡ ଛୁଆଗୁଡ଼ିକୁ ଗାଈ ଆପଣାଇ ନେଇ ନିଜ ପିଲା ପରି କ୍ଷୀର ପିଆଉଛି।

ଯେଉଁଠି ମଣିଷ ମାଆର ମମତା ବୁଝିପାରୁନି, ସେଇଠି ଏହି ପଶୁ ମମତାର ମୂଲ୍ୟ ବୁଝିପାରିଛି।ଏହି ଭିଡିଓଟିକୁ ଲୋକେ ଅନେକ ପସନ୍ଦ କରୁଛନ୍ତି। ଜଣାଇ ଦେବାକୁ ଚାହୁଁ ଭିଡିଓଟିକୁ ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ଥାନ୍‌ ଟାଇମ୍ସ ସୋଶାଲ୍‌ ମିଡିଆରେ ଅପଲୋଡ୍‌ କରିଛି। ଭିଡିଓଟିକୁ ଅନେକ ଲୋକ ଲାଇକ୍‌ ଓ ସେୟାର ମଧ୍ୟ କରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More