Only for Entertainment

ସ୍ୱିମିଙ୍ଗ ପୁଲରେ ଆରାମ କରୁଛି କୁମ୍ଭୀର,ଫଟୋ ହେଲା ଭାଇରାଲ ।

punjab kesari
0 47

ଫ୍ଲୋରିଡ଼ାର ଲୋକଙ୍କ ଘର ଆଖପାଖରେ କୁମ୍ଭୀର ଦେଖାଯିବା କିଛି ନୂଆ କଥା ନୁହେଁ । କୁମ୍ଭୀରମାନେ ପ୍ରାୟତଃ ଘର ଆଖପାଖକୁ ଚାଲି ଆସନ୍ତି କେବଳ ସେତିକି ନୁହେଁ ବରଂ ସ୍ୱିମିଙ୍ଗ ପୁଲକୁ ମଧ୍ୟ ଗାଧୋଇବା ପାଇଁ ଚାଲି ଆସନ୍ତି । ସେହିଭଳି ଆରାମ କରୁଥିବା ଅବସ୍ଥାରେ ଏକ କୁମ୍ଭୀରର ଫଟୋ ଭାଇରାଲ ହେବାରେ ଲାଗିଛି । ଏହାପରେ ତାକୁ ସେଠାରୁ ବାହାର କରାଯାଇଥିଲା ।

ଆମେରିକାର ଫ୍ଲୋରିଡ଼ାରେ ଏହା ଖୁବ ସାଧାରଣ କଥା । ଏହିଭଳି ଏକ କୁମ୍ଭୀରକୁ ବାହାର କରାଯାଇଛି । କୁମ୍ଭୀରକୁ ସେଠାରେ ଦେଖି ଘର ମାଳିକରତ ହୋସ ଉଡ଼ି ଯାଇଥିଲା । ବ୍ୟକ୍ତି ଜଣକ ପରେ ତାକୁ ସେଠାରୁ ଉଦ୍ଧାର କରିଥିଲେ । କୁମ୍ଭୀରଟି ୬ ଫୁଟର ଥିଲା । ତାକୁ ସେଠାରୁ ବାହାର କରି ବ୍ୟକ୍ତି ଜଣକ ଟେପ୍ରେ ତା ମୁହଁକୁ ବାନ୍ଧି ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More