Only for Entertainment

ରକ୍ତଚାପଠୁ ଦୂରେଇ ରହିବାକୁ ଚାହୁଁଛନ୍ତି, ଆପଣେଇ ପାରିବେ ଏହି ସହଜ ଉପାୟ

youtube
0 18

ବ୍ୟସ୍ତ ବହୁଳ ଜୀବନରେ ଏବେ କେତେକଙ୍କଠାରେ ଦେଖାଯାଉଛି ରକ୍ତଚାପ। ତେବେ ଏହାକୁ ସହଜରେ ଦୂରେଇ ହେବ। ଆୟୁର୍ବେଦରେ ଉଲ୍ଲେଖ ରହିଛି ପ୍ରତିଦିନ ସକାଳେ ଚାମୁଚେ ଦହି ଖାଇଲେ ରକ୍ତଚାପ ସ୍ବାଭାବିକ ହୋଇଥାଏ। ଦହିରେ କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌, ପୋଟାସିୟମ୍‌, ଭିଟାମିନ୍‌ ବି-୨, ଭିଟାମିନ୍‌ ବି-୧୨ ଆଦି ପୋଷକ ତତ୍ତ୍ୱ ରହିଥାଏ। ଏହା ପାଚନ କ୍ରିୟାକୁ କରିଥାଏ ସ୍ବାଭାବିକ। ମେଦବହୁଳତାରେ ଏହା ମହୋଷଧୀ ସଦୃଶ କାର୍ଯ୍ୟ କରିଥାଏ। ଦହି ହାଡ଼କୁ ମଜବୁତ କରେ। ରକ୍ତ ସଞ୍ଚାଳନ ସ୍ବାଭାବିକ କରି ଏହା ହାର୍ଟ ଆଟାକରୁ ଦୂରେଇ ରଖିବା ସହିତ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରିଥାଏ। ଏହା ତ୍ୱଚାକୁ କୋମଳ ରଖିବା ସହିତ ଏଥିରେ ଆଣିଥାଏ ଚମକ। ମହିଳାମାନଙ୍କ ଋତୁସ୍ରାବ ସମସ୍ୟା ଦହି ଖାଇଲେ ଦୂର ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More