Only for Entertainment

ପେଟ ଜନିତ ସମସ୍ୟା ହେଉଥିଲେ ଖାଆନ୍ତୁ ଭୃସଙ୍ଗ ପତ୍ର ।

Organic Facts
41

ଭୃସଙ୍ଗ ପତ୍ର ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ସୁଗାର ଏବଂ ଓଜନ ନିୟନ୍ତ୍ରଣରେ ରହିଥାଏ । ଆପଣ କେବଳ ଖାଦ୍ୟ ପ୍ରସ୍ତୁତି ସମୟରେ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଏହାକୁ ବ୍ୟବହାର କରୁଥିବେ । ତେବେ ଏହା ଯେ କେବଳ ଖାଦ୍ୟର ସ୍ୱାଦ ବଢାଇପାରେ ସାହାଯ୍ୟ ହୋଇନଥାଏ ବରଂ ଏହା ସହିତ ଏକ ଔଷଧ ଭଳି ମଧ୍ୟ କାମ କରେ ।

  • ଯଦି ଆପଣ ପ୍ରତିଦିନ ସକାଳୁ ଭୃସଙ୍ଗ ପତ୍ର ଖାଇ ଗରମ ପାଣି ପିିଇବେ ତେବେ ଏହାଦ୍ୱାରା ପେଟ ସହ ଜଡିତ ସମସ୍ୟାରୁ ଆରାମ ମିଳିବ ।
  • ଭୃସଙ୍ଗ ପତ୍ରରେ ଆଣ୍ଟିଅକ୍ସିଡେଣ୍ଟ ଭରପୁର ମାତ୍ରାରେ ଥାଏ । ଯାହା ଚର୍ମ ଜନିତ ସମସ୍ୟାରୁ ରକ୍ଷା କରିଥାଏ ।
  • ଏହି ପତ୍ର ଆଖି ପାଇଁ ବେଶ ଲାଭଦାୟକ ହୋଇଥାଏ । ଏଥିରେ ପ୍ରଚୁର ପରିମାଣର ଭିଟାମିନ୍ ଏ ଥାଏ
  • ଯଦି ଆପଣ ଆପଣଙ୍କ ଶରୀର ଫୁଲିବା ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି ତେବେ ନିୟମତି ଭୃଶଙ୍ଗ ପତ୍ର ସେବନ କରନ୍ତୁ । ଏହାଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ମଜବୁତ ହୋଇଥାଏ ।
  • ଭୃସଙ୍ଗ ପତ୍ର ମଧୁମେହ ରୋଗୀ ପ୍ରତିଦିନ ଏହି ପତ୍ରକୁ ଚୋବାଇ ଖାଇବା ଦ୍ୱାରା ମଧୁମେହ ନିୟନ୍ତ୍ରଣ ହୋଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More