Only for Entertainment

କୁନି ଝିଅ କଲା ପଂଜାବୀ ଗୀତରେ ଏଭଳି ଡ୍ୟାନ୍ସ, ଆପଣ ବି ଦେଖିଲେ ହୋଇଯିବେ ଖୁସି ।

khabarNDTV
0 40

ସୋସିଆଲ ମିଡିଆରେ ଡବୁ ଅଙ୍କଲଙ୍କ ଡାନ୍ସ ଖୁବ ଭାଇରାଲ ହୋଇଛି । ତାଙ୍କର ଗୋବିନ୍ଦା ଷ୍ଟାଇଲ ଡାନ୍ସ ଲୋକଙ୍କୁ ଖୁବ ପସନ୍ଦ ହୋଇଥିଲା ଯାହା ତାଙ୍କୁ ରାତାରାତି ଷ୍ଟାର ବନାଇ ଦେଇଥିଲା । ଠିକ ସେହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ ଏକ କୁନି ଝିଅ ଡାନ୍ସ କରୁଥିବାର, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଭିଡିଓ-

କୁନି ଝିଅଟି ବଲିଉଡ ହିଟ ଡାସିଂ ନମ୍ବର ‘ଦିଲ ଚୋରି ସାଡା ହୋ ଗୟା’ରେ ଡାନ୍ସ କରୁଥିବାର ନଜର ଆସିଛି । ଛୋଟ ଝିଅର ଏହି ଭିଡିଓ ସମସ୍ତେ ଖୁବ ପସନ୍ଦ କରୁଛନ୍ତି । ସେହି ଝିଅଟି ଏବେ ଇଂଟରନେଟର ନୂଆ ସେନସେଶନ ପାଲଟିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More