Only for Entertainment

ଜୟପୁରରେ ଅନ ସ୍କ୍ରିନ ମା’ଙ୍କ ସହିତ ରକ୍ଷାବନ୍ଧନ ପାଳିଲେ ସଲମାନ, ଫଟୋ ଭାଇରାଲ

hindirush
72

ଅଲି ଅବାସ ଜଫରଙ୍କ ଫିଲ୍ମ ଭାରତର ବଡ଼ ସଫଳତା ପରେ ବଲିଉଡ ଦବଙ୍ଗ ଖାନ ସଲମାନ ଏବେ ତାଙ୍କ ଆଗାମୀ ଫିଲ୍ମ ଦବଙ୍ଗ ଥ୍ରି’ର ପରବର୍ତ୍ତୀ ସିଡ୍ୟୁଲର ସୁଟିଂ ପାଇଁ ଜୟପୁରରେ ପହଂଚି ସାରିଛନ୍ତି । ଏଠାରେ ସେ ପ୍ରାୟ ୭ଦିନ ପର୍ଯ୍ୟନ୍ତ ସୁଟିଂ କରିବେ । ଖବର ମୁତାବକ ଦବଙ୍ଗ ଥ୍ରି’କୁ ବର୍ଷର ଶେଷ ସମୟ ପର୍ଯ୍ୟନ୍ତ ସୁଟିଂ କରାଯିବ, ତେଣୁ ଫିଲ୍ମର ସୁଟିଂ ଜୋରଦାର ଚାଲିଛି ।

 

 

View this post on Instagram

 

On location #Jaipur #Dabangg3

A post shared by Salman Khan (@beingsalmankhan) on

 

 

View this post on Instagram

 

#Rakhi #celebration at home #jaipur ..Blissful having my brother like son at home ..Shooting Dabang

A post shared by Bina Kak (@kakbina) on

ସଲମାନ ସେଠାର ଏକ ଭିଡ଼ିଓ ମଧ୍ୟ ଶେୟାର କରିଛନ୍ତି । ଯେଉଁଥିରେ ସେ ସମସ୍ତଙ୍କୁ ଶୁକକାମନା ଜଣାଇଛନ୍ତି ।

ଜୟପୁରରେସଲମାନ ତାଙ୍କ ଅନସ୍କ୍ରିନ ମା ବୀଣା କାକ୍ ଙ୍କ ହାତରୁ ରାକ୍ଷୀ ବାନ୍ଧିଛନ୍ତି । କହିରଖୁଛୁ ଦୁଇଜଣଙ୍କୁ ଏକା ସାଙ୍ଗରେ ଫିଲ୍ମ ମେନେ ପ୍ୟାର କୁଁ୍ୟ କିୟା’ରେ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More