Only for Entertainment

କପିଲ ଶର୍ମା ‘ଶୋ’ରେ ହସି ହସି ବେଦମ ହେଲେ ‘ଦବଙ୍ଗ ଥ୍ରି’ର ଷ୍ଟାରକାଷ୍ଟ, ସଲମାନ ତ ନିଜକୁ ଅଟକାଇ ପାରିଲେନି

hindirush
28

‘ଦବଙ୍ଗ ଥ୍ରି’ର ଷ୍ଟାରକାଷ୍ଟ ଏହି ସମୟରେ ଫିଲ୍ମର ପ୍ରମୋଶନରେ ଖୁବ ପରିଶ୍ରମ କରୁଛନ୍ତି । ନିକଟରେ ଏହି ଟିମ କପିଲ ଶର୍ମାଙ୍କ ଶୋ’ରେ ପହଂଚିଥିଲେ । ଯେଉଁଠାରେ ହସି ହସି ବେଦମ ହୋଇଗଲେ ସଲମାନ ।

ସୋନି ଟିଭିର ଅଫିସିଆଲ ଇଂଷ୍ଟାଗ୍ରାମ ଆକାଉଂଟରେ ଏକ ଭିଡ଼ିଓ ଶେୟାର ହୋଇଛି । ଯାହା କପିଲ ଶର୍ମା ଶୋ’ର ଏକ ପ୍ରମୋ । ଏହି ପ୍ରମୋରେ ଦବଙ୍ଗ ଥ୍ରି’ର ଷ୍ଟାରକାଷ୍ଟ ନଜର ଆସିଛନ୍ତି । ଶୋ’ରେ ସଲମାନ, ସୋନାକ୍ଷୀ ସିହ୍ନା, ସଇ ମାଂଜେରେକର, ଅରବାଜ ଖାନ ଓ ନିର୍ଦ୍ଦେଶକ ପ୍ରଭୁ ଦେବା ପହଂଚିଛନ୍ତି । ସେଠାରେ କପିଲ,ଭାରତୀ, ଚନ୍ଦୁଙ୍କ ସମେତ କିକୁ ଆଦି ଏତେ ହସାଉଛନ୍ତିଯେ ପୂରା ଶୋ କମ୍ପି ଉଠୁଛି । ଦବଙ୍ଗ ଖାନ ସଲମାନ ମଧ୍ୟ ହସି ହସି ବେଦମ ହୋଇ ଯାଉଛନ୍ତି । ତେବେ ଏହି ଏପିସୋଡ ଦେଖିବା ନିହାତି ମଜାଦାର ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More