Only for Entertainment

ଏହି ବିଶିଷ୍ଟ ସମ୍ମାନରେ ସମ୍ମାନିତ ହେଲେ ଈଶାନ-ଜାହ୍ନବୀ ।

aajtak
12

ଭାରତୀୟ ସିନେମା ୧୫୦ ବର୍ଷ ପୂରା ହେବା ଖୁସିରେ ଦାଦା ସାହେବ ଫାଲକେ ଆୱାର୍ଡ଼ର ଆୟୋଜନ କରାଯାଇଥିଲା । ଏହି କାରଣରୁ ଏକାଧିକ ସେଲିବ୍ରେଟୀ ସାମିଲ ହୋଇଥିଲେ । ୨୦୧୮ରେ ଧଡ଼କ ଫିଲ୍ମରୁ କ୍ୟାରିଅର ଆରମ୍ଭ କରିଥିବା ଈଶାନ ଖଟ୍ଟର ଏବଂ ଜାହ୍ନବୀ କପୁରଙ୍କୁ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଗଲା ।

ଦୁଇଜଣ ଏକା ସାଙ୍ଗରେ ଆୱାର୍ଡ଼ ପାଇଁ ପହଂଚିଥିଲେ । ଜାହ୍ନବୀ ଗୋଲାପି ରଙ୍ଗର ଶାଢୀ ପିନ୍ଧିଥବାର ନଜର ଆସିଛନ୍ତି । ଈଶାନ ଖଟ୍ଟର ଧଳା ରଙ୍ଗର ସେରୱାନିରେ ଖୁବ ଆକର୍ଷଣୀୟ ଲାଗୁଛନ୍ତି ।

ଆୱାର୍ଡ଼ ଫଙ୍କସନରେ କାଜୋଲ ମଧ୍ୟ ନଜର ଆସିଥିଲେ । ଧଳା ରଙ୍ଗରେ ଶାଢୀରେ ନଜର ଆସିଛି କାଜୋଲଙ୍କ ସିମ୍ପଲ ଲୁକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More