Only for Entertainment

ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ବିଜେତା ସଲମାନ ୟୁସୁଫଙ୍କ ଉପରେ ଲାଗିଲା ସେକ୍ସୁଆଲ ହାରାସମେଂଟ ଅଭିଯୋଗ ।

Times of India
35

ରିଆଲିଟି ଟିଭି ଶୋ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସର ବିଜେତା ସଲମାନଙ୍କ ଉପରେ ଜଣେ ଯୁବତୀ କମେଂଟ କରିଥିବା ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଆଣିଥିବା ଯୁବତୀ ଜଣେ ଡ୍ୟାନ୍ସର । ୩୦ ଜାନୁୟାରୀକୁ ଓସିବାରା ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଅନୁସାରେ ସଲମାନ ଓ ତାଙ୍କର ଜଣେ ସଂପର୍କୀୟ ମିଶି ମହିଳାଙ୍କୁ ଦୁଇ ଦୁଇଟି ସ୍ଥାନରେ ଖରାପ କମେଂଟ କରିଛନ୍ତି ।

ଏଫଆଇଆର ଅନୁସାରେ ମହିଳା ଲଣ୍ଡନରେ ଥିବା ସମୟରେ ମ୍ୟାନେଜର ତାଙ୍କୁ ସଂପର୍କ କରିଥିଲେ । ଏହାପରେ ସେ ଡ୍ୟାନ୍ସ କରିବା କଥା କହିଥିଲେ ଏବଂ ଡ୍ୟାନ୍ସ ମଧ୍ୟ କଲେଚିନ୍ତୁ ଡ୍ୟାନ୍ସ ସମୟରେ ମହିଳାଙ୍କୁ ଖରାପ ଭାବରେ ଛୁଆଁ ହେଉଥିଲା ବୋଲି ସେ କହିଛନ୍ତି ।

ଏହାପରେ ସଲମାନ ତାଙ୍କୁ ଘରେ ଛାଡ଼ିବାକୁ କହିଲେ, କିନ୍ତୁ ସେ ମନା କରିବାରୁ ସଲମାନ କହିଲେ ବଲିଉଡରେ ଏସବୁ ହୁଏ । ତେବେ ଏହାପରେ ମହିଳାଙ୍କୁ ଦୁବାଇ ଚାଲିଯିବା ପାଇଁ ମ୍ୟାନେଜର କଲ କରି କହିଲେ । ଏହାପରେ ସଲମାନ ତାଙ୍କୁ ଏୟାରପୋର୍ଟରେ ଦେଖାହେଲେ । ସଲମାନଙ୍କ ସଂପର୍କୀୟ ଖରାପ ଭାବରେ ତାଙ୍କୁ ଛୁଇଁବା ଆରମ୍ଭ କରିଦେଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More