Only for Entertainment

ଡବୁ ଅଙ୍କଲ ପୁଣିଥରେ ଜିତିଲେ ଲୋକଙ୍କ ହୃଦୟ । ଏହିଥର ଚାଚା ହୋଇ ଚାଂଚଲ୍ୟ ସୃଷ୍ଟି କଲେ ।

25

ଆଜିକାଲି ଟ୍ୟାଲେଂଟ ଦେଖାଇବା ପାଇଁ ସୋସିଆଲ ମିଡିଆ ଏକ ବଡ଼ ପ୍ଲାଟଫର୍ମ । ଯେକୌଣସି ବ୍ୟକ୍ତି ଆଜିକାଲି ନିଜର ଟ୍ୟାଲେଂଟ ଅତି ସହଜରେ ସାରା ଦୁନିଆକୁ ଦେଖାଇ ପାରୁଛନ୍ତି । ତେବେ ଏହା ଏକ ସାଧାରଣ କଥା ହୋଇଗଲାଣି । ତେବେ ନିକଟ ଅତୀତରେ ସେହିଭଳି ଏକ ଟ୍ୟାଲେଂଟ ଦେଖାଇଥିଲେ ଡବୁ ଅଙ୍କଲ । ଅର୍ଥାତ ଡ୍ୟାନ୍ସିଂ ଅଙ୍କଲ । ଡ୍ୟାନ୍ସିଂ ଅଙ୍କଲ ବା ଡବୁ ଅଙ୍କଲ ପୁଣିଥରେ ତାଙ୍କ ଟ୍ୟାଲେଂଟ ଦେଖାଇଛନ୍ତି ।

ଡବୁ ଅଙ୍କଲଙ୍କର ଏକ ମ୍ୟୁଜିକ ଭିଡ଼ିଓ ‘ଚାଚା ନାଚ’ ନିକଟରେ ରିଲିଜ ହୋଇଛି । ଏଥିରେ ସିଙ୍ଗର ବୋନି ଦେଓଲ ଏବଂ ୟୁଏଇ ମ୍ରୁ୍ୟଜିକ କମ୍ପୋଜର ଜାସିମଙ୍କ ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ଏହି ଭିଡ଼ିଓ ରିଲିଜ ହେବା ପରଠାରୁ ସୋସିଆଲ ମିଡିଆରେ ଖେଳି ଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More