Only for Entertainment

ରିଲିଜ ହେଲା ଦର୍ଶନ ରାୱଲଙ୍କ କଣ୍ଠରୁ ସ୍ୟାଡ ଗୀତ ‘କାଷ୍ ଏସା ହୋତା’ !

23

ଲୋକପ୍ରିୟ ହିନ୍ଦୀ କଣ୍ଠଶିଳ୍ପୀ ଦର୍ଶନ ରାୱଲ ଭେଟି ଦେଇଛନ୍ତି ଏକ ସ୍ୟାଡ ରୋମାଂଟିକ ଗୀତ । ସବୁବେଳେ ସ୍ୟାଡ୍ ଓ ଇମୋସନାଲ୍ ଗୀତ ଭେଟିଦେଉଥିବା ଦର୍ଶନ ଏବେ ଆଉ ଏକ ସ୍ୟାଡ ସଙ୍ଗ ଭେଟି ଦେଇଛନ୍ତି । ଗୀତର ଟାଇଟେଲ୍ ରହିଛି ‘କାଷ୍ ଏସା ହୋତା’ । ଏହି ଗୀତରେ ଲିରିକ୍ସ ଓ ସଙ୍ଗୀତର ଭାର ତୁଲାଇଛନ୍ତି ଦର୍ଶନ ରାୱଲ । ଏହି ଗୀତ ଦୃଶ୍ୟାୟନରେ ଦର୍ଶନ ଓ କରୀଶ୍ମାଙ୍କୁ ଦେଖିବାକୁ ମିଳିଛି । ସୋସିଆଲ୍ ମିଡିଆରେ ଏହି ଗୀତକୁ ପସନ୍ଦ କରାଯାଉଥିବା ଦେଖିବାକୁ ମିଳୁଛି । ୨ଦିନରେ ଭିଡିଓଟିକୁ ୧୬ଲକ୍ଷରୁ ଉଦ୍ଧ୍ୱର୍  ଭ୍ୟୁଜ ମିଳିସାରିଛି ।

ଏହା ପୂର୍ବରୁ ଦର୍ଶନ ଦର୍ଶକଙ୍କୁ ଅନେକ ଗୀତ ଭେଟି ଦେଇଛନ୍ତି ଯାହାକୁ ତାଙ୍କ ଫ୍ୟାନ୍ସ ଖୁବ ପସନ୍ଦ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More