Only for Entertainment

ନେଟଫ୍ଲିକ୍ସରେ ଏହି ଖାସ କାମ କରିବେ ପ୍ରଯୋଜକ କରଣ ଜୋହର ।

bollywood tadka
19

ଫିଲ୍ମ ନିର୍ମାତା କରଣ ଜୋହର ଚର୍ଚ୍ଚାରେ ରହିବା କିଛି ନୂଆ କଥା ନୁହେଁ । ଖବର ଅନୁସାରେ କରଣ ଜୋହର ନେଟଫ୍ଲିକ୍ସରେ ଡେଟିଂ ଶୋ ‘ ହ୍ୱାଟ ଦ ଲଭ’ରେ ହୋଷ୍ଟ କରିବେ ।ପ୍ନଟଫ୍ଲିକ୍ସର କହିବା ଅନୁସାରେ ପ୍ରଯୋଜକ କରଣ ଜୋହର ପ୍ରେମ ଏବଂ ସଂପର୍କ ବିଷୟରେ ନିଜର ବିଚାର ବିଷୟରେ ଜଣାଇବେ । କହିରଖୁଛୁଯେ ଗତକାଲି ଜୋହରଙ୍କର ୪୭ ତମ ଜନ୍ମଦିନ ଥିଲା ।

ନେଟଫ୍ଲିକ୍ସ ଟ୍ୱିଟ କରି କହିଛିଯେ କରଣ ଜୋହରଙ୍କ ଜନ୍ମଦିନରେ ଆମେ ତାଙ୍କୁ ନିଜ ଦ୍ୱାରା ହୋଷ୍ଟ କରାଯାଇଥିବା ଏକ ଶୋ’କୁ ଉପହାର ଦେବା ପାଇଁ ନିଷ୍ପତ୍ତି ନେଇଛୁ । ଏହା ଖୁବଶୀଘ୍ର ନେଟଫ୍ଲିକ୍ସରେ ଦେଖିବାର ସୁଯୋଗ ପାଇବେ ଦର୍ଶକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More