Only for Entertainment

କଳଙ୍କ ଫିଲ୍ମ ପରେ ଏବେ ଏହି ଫିଲ୍ମରେ ନଜର ଆସିବ ବରୁଣ ଏବଂ ଆଲିୟାଙ୍କ ଯୋଡି !

DNA India
28

ବଲିଉଡରେ ବରୁଣ ଏବଂ ଆଲିୟାଙ୍କ ଯୋଡି ଦର୍ଶକଙ୍କୁ ଖୁବ ପସନ୍ଦ ଆସେ । ଦୁହେଁ ଫିଲ୍ମ ‘ଷ୍ଟୁଡେଂଟ ଅଫ ଦ ଇୟର’ରେ ବଲିଉଡରେ ନିଜ କ୍ୟାରିଅର ଆରମ୍ଭ କରି୍ଥିଲେ । ଏହାପରେ ଦୁହେଁ ବଦ୍ରିନାଥ କି ଦୁଲ୍ହନିଆ’ ଏବଂ ହମ୍ପଟି ଶର୍ମା କି ଦୁଲ୍ହନିଆରେ ଏକା ସହ କାମ କରି ସମସ୍ତଙ୍କ ମନ ଜିତିଥିଲେ । ଏହି ଫିଲ୍ମ ବକ୍ସଅଫିସରେ ହିଟ ହୋଇଥିଲା । ଏବେ ଏହି ଯୋଡି କଳଙ୍କ ଫିଲ୍ମ ରେ ଏଳାସହ କାମ କରୁଛନ୍ତି ।

ବରୁଣ ଧୱନଙ୍କ ବାପା ଡେବିଡ ଧୱନ ଏହି ଯୋଡି ଏକ ଫିଲ୍ମ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ବର୍ତ୍ତମାନ ଏହି ଫିଲ୍ମର କୌଣସି ନାଁ ସ୍ପଷ୍ଟ କରାଯାଇନାହିଁ । ଆଲିୟା ଭଟ୍ଟ, ଡେବିଡ ଧୱନଙ୍କ ସହ ପ୍ରଥମ ଥର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More