Only for Entertainment

ଫ୍ୟାନ୍ସଙ୍କ ପାଇଁ ଖରାପ ଖବର,ଶୋ ଛାଡ଼ିଲେ ଦୟାବେନ ।

Times Now
58

ତାରକ ମେହତା କା ଉଲ୍ଟ ଚଷମା ଫ୍ୟାନ୍ସଙ୍କ ପାଇଁ ଖରାପ ଖବର । କାରଣ ଶୋ’ର ସବୁଠାରୁ ଲୋକପ୍ରିୟ ଚରିତ୍ର ଦୟାବେନ ଶୋ’କୁ ବାଏ ବାଏ କହି ଦେଇଛନ୍ତି । ଲମ୍ବା ସମୟ ଧରି ଦିଶା ଏହି ଶୋ’ରେ ନଜର ଆସୁନାହାଁନ୍ତି । କୁହାଯାଉଥିଲାଯେ ସେ ଶୋ’କୁ ଫେରିବେ, କିନ୍ତୁ ଏବେ କୁହାଯାଉଛିଯେ ସେ ଶୋ’ରୁ ବିଦାୟ ନେବା କଥା କନଫର୍ମ କରି ଦେଇଛନ୍ତି ।

ଝିଅକୁ ଜନ୍ମଦେବାପରେ ଦିଶା ଶୋ ଠାରୁ ଦୂରତା ବନାଇ ନେଇଥିଲେ । ଏହାପରେ ଶୋ’କୁ ଫେରିଲେ କିନ୍ତୁ ମଝିରେ ମଛିରେ ଶୋ’ରୁ ବ୍ରେକ ନେଉଥିଲେ । ଯେଉଁ କାରଣରୁ ଶୋ ଉପରେ ଖୁବ ପ୍ରଭାବ ପଡ଼ିଲା । ସ୍ପଟବଏର ରିପୋର୍ଟ ଅନୁସାରେ ନିର୍ମାତା ଏବଂ ଦିଶା ଶେଷରେ ଏହାର ନିଷ୍ୱତ୍ତି ନେଇଛନ୍ତିଯେ ଦିଶା ଶୋ ଛାଡ଼ୁଛନ୍ତି ।

ଖବର ଅନୁସାରେ ଶୋ ଛାଡ଼ିବା ପୂର୍ବରୁ ତାଙ୍କା କେତେକ ଖାସ ସଟ ସୁଟିଂ କରାଯାଇଛି, ଯାହାକୁ ଶୋ ମଝିରେ ମଝିରେ ବ୍ୟବହାର କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More