Only for Entertainment

ଦବଙ୍ଗ ଟୁରରେ ସଲମାନ ଖାନଙ୍କ ସହ ବଲିଉଡ କଳାକାର ବିଦେଶରେ ମଚାଇଲେ ଧମାଲ ,ଦେଖନ୍ତୁ ଭିଡିଓ !

zeenews
0 50

ବଲିଉଡ ଅଭିନେତା ସଲମାନ ଖାନ ଏବେ ନିଜର ଦବଙ୍ଗ ଟୁରରେ ବ୍ୟସ୍ତ ଅଛନ୍ତି । ବଲିଉଡ ଭାଇଜାନ ଦବଙ୍ଗ ଟୁର ଲଣ୍ଡନ, ହଙ୍ଗକଙ୍ଗ, ଅକଲେଣ୍ଡ ଏବଂ ମେଲବର୍ନରେ ଭାରତୀୟ ପ୍ରବାସୀଙ୍କ ଲାଗି ମନୋରଂଜନ କରିସାରିଲେଣିା ଏବେ ସଲମାନଙ୍କ ଦବଙ୍ଗ ଟୁର ଆମେରିକା ଏବଂ କାନାଡା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଜାକଲିନ ନିଜ ସୋସିଆଲ ମିଡିଆ ଅକାଉଂଟରେ ଦବଙ୍ଗ ଟୁରର ପରଫର୍ମାନ୍ସ ଶେୟାର କରିଛନ୍ତି । ଯେଉଁଥିରେ ସେ ଦବଙ୍ଗ ଟୁରରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Atlanta 22.06.2018 #dabangg #worldtour

A post shared by Jacqueline Fernandez (@jacquelinef143) on

ସଲମାନ ମଧ୍ୟ ଦବଙ୍ଗ ଟୁର ଖୁବ ଖୁସି ଥିବା ନଜର ଆସିଥିଲେ । କିଛି ଦିନ ପୂର୍ବେ ଏକ ଟ୍ୱିଟ ଜରିଆରେ ସେ ନିଜର ପ୍ରୋଗ୍ରାମ ବିଷୟରେ ଜଣାଇଥିଲେ । ଏଠାରେ ଆମେ କହି ରଖୁଛୁ ଯେ ରେସ-୩ ପରେ ସଲମାନ ଖାନ ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜାଫରଙ୍କ ଆଗାମୀ ଫିଲ୍ମ ଭାରତରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More