Only for Entertainment

ଦୀପିକା-ରଣବୀର: ବିବାହ କାର୍ଡ଼ ହିନ୍ଦୀରେ,କିନ୍ତୁ କରିଦେଲେ ଏହି ଭୁଲ ।

youtube
42

ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ବିବାହ ତାରିଖ ସାମ୍ନାକୁ ଆସିଯାଇଛି । ଯେଉଁ କାର୍ଡ଼କୁ ଦୀପିକା ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ପୋଷ୍ଟ କରିଛନ୍ତି । କେବଳ ଦୀପିକା ନୁହଁନ୍ତି ରଣବୀର ମଧ୍ୟ ଏହି ବିଷୟରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । କାର୍ଡ଼ର ଖାସ କଥା ହେଉଛିଯେ ଏହାକୁ ଇଂରାଜୀ ସହ ହିନ୍ଦୀରେ ମଧ୍ୟ ଲେଖାଯାଇଛି । ଗୋଟିଏ ପାଶ୍ୱର୍ରେ ହିନ୍ଦୀରେ କାର୍ଡ଼ ଛପାଇ ଥିବାରୁ ଖୁବ ପ୍ରଶଂସା କରାଯାଉଥିବା ସମୟରେ ଅନ୍ୟ ପଟେ ହିନ୍ଦୀରେ ଭୁଲ କରିଥିବାରୁ ସେମାନଙ୍କୁ ଟ୍ରୋଲର୍ସଙ୍କ ଶୀକାର ହେବାକୁ ପଡ଼ିଛି ।

 

 

ବାସ୍ତବରେ ଦୀପିକା ଏବଂ ରଣବୀର ଯେଉଁ କାର୍ଡ଼ ଶେୟାର କରିଛନ୍ତି ସେଥିରେ ଦୀପିକାଙ୍କ ନାମ ସ୍ପେଲିଙ୍ଗ ଭୁଲ ଅଛି,ଯାହା ହିନ୍ଦୀରେ ଲେଖାଯାଇଛି ।ବିବାହ ତାରିଖ ୧୪ ଏବଂ ୧୫ ଦୁଇ ଦିନ ଲେଖଯାଇଛି । ଏହା ସହିତ ହିନ୍ଦୀରେ ଅନ୍ୟ କେତେକ ଭୁଲ ମଧ୍ୟ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More