Only for Entertainment

ଡିମ୍ପଲ ଗାର୍ଲ ଦୀପିକା ଏବଂ ବାଜିରାଓଙ୍କ ବିବାହ ତାରିଖ ହେଲା ଫାଇନାଲ ।

youtube
0 68

ବଲିଉଡ ଅଭିନେତା ରଣବୀର ସିଂ ଏବଂ ଦୀପିକା ପାଦୁକୋଣଙ୍କ ଯୋଡିକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି । କିଛିଦିନ ହେବ ଏହି ଯୋଡିର ବିବାହ ଖବର ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ କିଛି ଦିନ ତଳେ ଜଣେ ପ୍ରଶଂସକ ତାଙ୍କୁ ନେଇ ଫଟୋ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ସେୟାର କରିଥିଲେ ।

deepika-ranveer

ଖବର ମୂତାବକ ରଣବୀର ଏବଂ ଦୀପିକାଙ୍କ ପରିବାର ବୃନ୍ଦ ଦୁହିଁଙ୍କ ବିବାହର ତାରିଖ ଫାଇନାଲ କରି ନେଇଛନ୍ତି । ତାଙ୍କ ବିବାହ ପାଇଁ ଚଳିତ ବର୍ଷର ୪ଟି ତାରିଖ ଫାଇନାଲ କରାଯାଇଛି । ଶୁଣିବାକୁ ମିଳିଛି ଯେ ଏଥିମଧ୍ୟରୁ କୌଣସି ତାରିଖରେ ଏହି ଯୋଡି ବିବାହ ବନ୍ଧନରେ ବାନ୍ଧି ହୋଇଯିବେ ।

ବିବାହ ସହ ତାଙ୍କର ଭେନ୍ୟୁ ମଧ୍ୟ ଫାଇନାଲ ହୋଇଯାଇଥିବା ଶୁଣିବାକୁ ମିଳିଛି । ବିବାହ ହିନ୍ଦୁ ରୀତିରେ ହେବ । ଏହି ବିବାହରେ ପରିବାର ଲୋକ ବନ୍ଧୁବାନ୍ଧବ ସାମିଲ ରହିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More