Only for Entertainment

ରିସେପସନରେ ଏହି କାମ ନ କରିବାକୁ ଅତିଥିଙ୍କୁ କହିଲେ ଦୀପିକା ।

youtube
29

ଚର୍ଚ୍ଚିତ ଯୋଡ଼ି ଦୀପିକା ଏବଂ ରଣବୀର ବିବାହ କରିବାକୁ ପସନ୍ଦ । ଏହି ଯୋଡ଼ି ଇଟାଲୀରେ ବିବାହ କରିବେ । ବିବାହରେ ଅତିଥିଙ୍କୁ ମୋବାଇଲ ଫୋନ ନ ନେବା ପାଇଁ କୁହାଯାଇଛି । ଏହା ସହିତ ଯେଉଁ କାର୍ଡ଼ ଛପାଯାଇଛି ସେଥିରେ ଏକ ଖାସ ଅନୁରୋଧ ମଧ୍ୟ ରହିଛି ।

ଖବର ଅନୁସାରେ ରଣବୀର ଏବଂ ଦୀପିକା ଚାହାଁନ୍ତି ନାହିଁଯେ ଅତିଥି ମାନେ କୌଣସି ପ୍ରକାରର ଉପହାର ନେଇ ନ ଆସନ୍ତୁ । ଏହା ପରିବର୍ତ୍ତ ଦୀପିକାଙ୍କ ଏନଜିଓକୁ ସାହାଯ୍ୟ କରିବାକୁ ଲେଖଯାଇଛି । ଦୀପିକାଙ୍କ ଏନଜିଓର ନାମ ହେଉଛି ‘ଦ ଲାଇଭ ଲଭ ଅଫ ଫାଉଣ୍ଡେସନ’ । ଏହା ମେଂଟାଲ ହେଲଥକୁ ନେଇ ଜାଗରଣ ସୃଷ୍ଟି କରୁଛି । କାର୍ଡ଼ ମଧ୍ୟରେ ଏହି ବିଷୟରେ ଲେଖାଯାଇଛି ।

ଦୁଇ ଜଣ ଫିଲ୍ମ ପରିବାରର । ତେଣୁ ଚାହାଁନ୍ତି ବିବାହରେ କାହାର ନଜର ନ ଲାଗୁ ।ରିସେପସନ ଭାରତରେ ହେବ । ଗୋଟିଏ ରିସେପସନ ମୁମ୍ବାଇରେ ଏବଂ ଅନ୍ୟ ଏକ ରିସେପସନ ବାଙ୍ଗାଲୁରୁରେ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More