Only for Entertainment

ଟିଭି କପଲ ଦୀପିକା ଏବଂ ସୋଏବ କଲେ ଧଡ଼କର ରୋମାଂଟିକ ସିନ୍ର ରିକ୍ରିଏଟ ।

aajtak
0 39

ଜାହ୍ନବୀ ଓ ଈଶାନଙ୍କର ଫିଲ୍ମ ଧଡ଼କର ଯାଦୁ କେବଳ ଫ୍ୟାନ୍ସଙ୍କ ଉପରେ ଚଢିନାହିଁ ବରଂ ଟିଭି କପଲ ଦୀପିକା କକ୍କର ଏବଂ ସୋଏବ ଇବ୍ରାହିମଙ୍କ ଉପରେ ମଧ୍ୟ ଏଥିରୁ ବାଦ ପଡ଼ି ନାହାଁନ୍ତି ।

ସୋଏବ ଇଂଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର କରିଛନ୍ତି । ଭିଡ଼ିଓରେ ସେ ତାଙ୍କ ପତ୍ନୀ ଦୀପିକାଙ୍କ ସହିତ ଧଡ଼କର ଟାଇଟଲ ଟ୍ରାକରେ ରିକ୍ରିଏଟ କରିଥିବା ନଜର ଆସିଛନ୍ତି । ଜାହ୍ନବୀ ଏବଂ ଈଶାନଙ୍କ ଭଳି ଏହି ଦୁଇ ଜଣଙ୍କର କେମେଷ୍ଟ୍ରି ମଧ୍ୟ ଖୁବ ଭଲ । ଭିଡ଼ିଓ ସେୟାର କରି ସୋଏବ କ୍ୟାପ୍ସନ ମଧ୍ୟ ଲେଖିଛନ୍ତି । ସୋସିଆଲ ମିଡିଆରେ ଏହି ଭିଡ଼ିଓକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି ।

 

Looking forward to experience this eternal tale of love!!! #dhadak

A post shared by shoaib Ibrahim (@shoaib2087) on


କହିରଖୁଛୁଯେ ଟିଭିର ବହୁ ପ୍ରତିକ୍ଷୀତ ଏହି ଯୋଡ଼ିଙ୍କ ବିବାହ ୨୨ ଫେବୃୟାରୀକୁ ହୋଇଛି । ୪ ବର୍ଷ ଡେଟ କରିବା ପରେ ଦୁଇଜଣଙ୍କ ବିବାହ ହୋଇଛି । ଦୁଇ ଜଣଙ୍କର ସାକ୍ଷାତ ଶଶୁରାଲ ସିମରକା ସେଟରେ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More