Only for Entertainment

ଇଂଷ୍ଟାରେ ୩୦ ମିଲିଅନ ଫଲୋର୍ସ ଦେଖି ଖୁସିରେ ମୁନୱକ କଲେ ଦୀପିକା ।

bollywood tadka
25

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ୩୦ ମିଲିଅନ ଫଲୋର୍ସ ହୋଇ ଯାଇଛନ୍ତି । ନିକଟରେ ଦୀପିକା ତାଙ୍କ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଏକ ଭିଡ଼ିଓ ଅପଲୋଡ଼ କରିଛନ୍ତି ଯେଉଁଥିରେ ସେ ମୁନୱାକ କରୁଥିବାର ନଜର ଆସିଛନ୍ତି ।

 

 

View this post on Instagram

 

moonwalking into #30million ?? ?Thank You for the ???!!!

A post shared by Deepika Padukone (@deepikapadukone) on


ଇଂଷ୍ଟାରେ ଭିଡ଼ିଓ ଶେୟାର କରି ଦୀପିକା ଲେଖିଛନ୍ତିଯେ ୩ କୋଟିରେ ମୁନୱାକିଂ । ତେବେ ଦୀପିକା କେବଳ ଭାରତରେ ନୁହେଁ ବରଂ ଏସିଆରେ ଅଧିକ ଫଲୋ କରାଯାଉଥିବା ମହିଳାଙ୍କ ମଧ୍ୟରେ ସାମିଲ ଅଛନ୍ତି । ସାରା ଦୁନିଆର ଲୋକ ତାଙ୍କ ଅଭିନୟ ଏବଂ ଲୁକକୁ ଖୁବ ପ୍ରଶଂସା କରୁଛନ୍ତି । ଫୋର୍ବସ ସେଲିବ୍ରେଟୀ ଲିଷ୍ଟରେ ଦୀପିକା ୫ମ ସ୍ଥାନରେ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More