Only for Entertainment

ରଣବୀର କପୂରଙ୍କ ସହିତ କାମ କରିବାକୁ ଦୀପିକାଙ୍କୁ ମନା କଲେ ଫ୍ୟାନ୍ସ

aajtak
46

ଦୀପିକା ପାଦୁକୋନ ଏବଂ ରଣବୀର କପୂରଙ୍କ ଅଫେୟର ଏବଂ ବ୍ରେକ ଅପ ବିଷୟରେ କିଏ ବା ନ ଜାଣେ । ଯେଉଁଭଳି ଭାବରେ ଦୁଇଜଣଙ୍କ ମଧ୍ୟରେ ପ୍ରେମ ବଢିଥିଲା ସେହିଭଳି ଭାବରେ ବ୍ରେକଅପ ମଧ୍ୟ ହୋଇଥିଲା । ନିକଟରେ ଦୁଇଜଣଙ୍କୁ ଲଭରଂଜନଙ୍କ ଘର ସାମ୍ନାରେ ସ୍ପଟ କରାଯାଇଛି । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାମାତ୍ରେ ଏହା ଅନୁମାନ କରାଯାଉଛିଯେ ଦୁଇଜଣ ଏକା ସାଙ୍ଗରେ ପୁଣିଥରେ ଲଭରଂଜନଙ୍କ ଫିଲ୍ମରେ ନଜର ଆସିବେ ।

ବାସ୍ତବରେ ରଣବୀର ଏବଂ ଦୀପିକାଙ୍କ ଫଟୋ ଭାଇରାଲ ହେବା ପରଠାରୁ ଫ୍ୟାନ୍ସ ଦୀପିକାଙ୍କୁ ରଣବୀର କପୂରଙ୍କ ସହିତ କାମ କରିବାକୁ ମନା କରୁଛନ୍ତି । କେବଳ ସେତିକି ନୁହେଁ ଫ୍ୟାନ୍ସ ସୋସିଆଲ ମିଡିଆରେ ‘ନଟ ମାଇ ଦୀପିକା’ ଟ୍ରେଣ୍ଡ ଚଳାଇଲେଣି । ଫ୍ୟାନ୍ସଙ୍କ କହିବା ଅନୁସାରେ ଦୀପିକା ସବୁବେଳେ ହୃଦୟ ଜିତି ଆସିଛନ୍ତି ଏବଂ ଏହି ଥର ମଧ୍ୟ ଠିକ ନିଷ୍ପତ୍ତି ନିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More