Only for Entertainment

ଧଳା ଡେନିମ ଲୁକରେ ଦୀପିକା ପାଦୁକୋଣ ମଚାଇଲେ ଧମାଲ, ୟୁଜର୍ସ କହିଲେ ‘କ୍ୱିନ ଅଫ ଦ ୱାର୍ଲ୍ଡ ‘ !

21

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ଅନେକ ସମୟରେ ନିଜ ଫଟୋକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି । ନିକଟରେ ଦୀପିକା ଇନଷ୍ଟାଗ୍ରାମ ଅକାଉଂଟରେ କିଛି ଫଟୋ ଶେୟାର କରିଥିଲେ । ଫଟୋରେ ଦୀପିକା ଧଳା ଡେନିମ ପିନ୍ଧି ଗ୍ଲାମରସ ନଜର ଆସିଥିଲେ । ପ୍ରଶଂସକ ମାନେ ଏହି ଫଟୋକୁ ଖୁବ ପସନ୍ଦ କରିଛନ୍ତି ।

 

View this post on Instagram

 

A post shared by Deepika Padukone (@deepikapadukone) on

 

View this post on Instagram

 

A post shared by Deepika Padukone (@deepikapadukone) on

 

View this post on Instagram

 

you can never own too much denim…?

A post shared by Deepika Padukone (@deepikapadukone) on

ଏଠାରେ ଦୀପିକାଙ୍କ କାମ ବିଷୟରେ କହିବାକୁ ଗଲେ ଖୁବ ଶୀଘ୍ର ଦୀପିକା ମେଘନା ଗୁଲଜରଙ୍କ ଫିଲ୍ମ ଛପାକରେ ନଜର ଆସିବେ । ଏହା ଲକ୍ଷ୍ମୀ ଅଗ୍ରୱାଲଙ୍କ ବାୟୋପିକ ଫିଲ୍ମ ଅଟେ । ଫିଲ୍ମରେ ତାଙ୍କ ବିପକ୍ଷରେ ବିକ୍ରାନ୍ତ ମେସି ନଜର ଆସିବେ । ଏହାବ୍ୟତୀତ ଦୀପିକା ହଲିଉଡ ଫିଲ୍ମ ୱାଣ୍ଡର ଓି୍ୱମେନ ଫିଲ୍ମରୁ ପ୍ରେରିତ ହୋଇ ସୁପରହିରୋ ଫିଲ୍ମ ବନାଇବା ପାଇଁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More